।। ପରିବେଶ ସୁରକ୍ଷା ପାଇଁ ସମର୍ପିତ ଥିଲେ ନିରଂଜନ ।।

Oct 18, 2024 - 08:21
 0  69
।। ପରିବେଶ ସୁରକ୍ଷା ପାଇଁ ସମର୍ପିତ ଥିଲେ ନିରଂଜନ ।।

ବରୀ:ବିଶିଷ୍ଟ ପରିବେଶବିତ୍ ?, ଆଦର୍ଶ ଶିକ୍ଷକ, ସଂଗଠକ ତଥା ସାହିତ୍ୟିକ ନିରଂଜନ ମହାପାତ୍ରଙ୍କ ପଞ୍ଚମ ପଞ୍ଚ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ‘ନିରଂଜନା’ ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ କବି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅପରାହ୍ନରେ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ଆଦର୍ଶ ଶିକ୍ଷକତା ଜୀବନ, ପରିବେଶ ସୁରକ୍ଷା ପ୍ରତି ଥିବା ଭଲ ପାଇବା, ସାଙ୍ଗଠନିକ ଦକ୍ଷତା ଏବଂ ସାରସ୍ୱତ ସାଧନା ତାଙ୍କୁ ସ୍ମରଣୀୟ କରି ରଖୁଛି ଓ ରଖୁଥୁବ ବୋଲି କହିଥୂଳେ ଲେ । ଏହି ଏହି ଅବସରରେ ଅତିଥୁମାନଙ୍କ ଦ୍ୱାରା ‘ନିରଂଜନ’ ସ୍ମରଣିକାର ସ୍ୱତନ୍ତ୍ର ସଂଖ ସଂଖ୍ୟା ଅନାବରଣ କରାଯାଇଥିଲା । କାର୍ଯ୍ୟକ୍ରମ ଆ ଆୟୋଜକ ତ‌ଥା ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା କାର୍ଯ୍ୟକ୍ରମ ସମ ସମ୍ପର୍କରେ ସୂଚନା ଦେଇଥିବାବେଳେ ଏହାକୁ କିପରି ଆଗକୁ ନିଆଯାଇପାରିବ ସେ ଦିଗରେ ସମସ୍ତଙ୍କର ସହଯୋଗ କା କାମନା କରିଥିଳେ ଲେ । ଅନ୍ୟମାନଙ୍କ ମଧ୍ୟରେ ରେ ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷାକାରୀ କପିଳ ଚରଣ ସାମଲ, ଶିକ୍ଷକ ନେତା ଗଗନ ବିହାରୀ ଜେନା, ", ଅବସରପ୍ରାପ୍ତ ପ୍ତ ପ୍ରଧାନ ଶିକ୍ଷକ କଣ୍ଠ ଚନ୍ଦ୍ର ଘଡାଇ, ବଳରାମ ପଣ୍ଡା, ପ୍ୟାରୀ ମୋହନ ଏକାଡେମୀ କଟକର ପ୍ରାକ୍ତନ ପ୍ରଧ ସ୍ତନ ପ୍ରଧାନ ଶିକ୍ଷକ ମକର ଚରଣ ଘଡାଇ, ଅବସରପ୍ରାପ୍ତ ଶିକ୍ଷକ ନଟବର ଜେନା, ଗାୟକ ଗୁନଚରଣ ନାୟକ, ବରିଷ୍ଠ ସା ସାମ୍ବାଦିକ ଚୈ ଚୈତନ୍ୟ ଚ ଚରଣ ଜେନା, ଶିକ୍ଷକ ହରିଶ୍ଚନ୍ଦ୍ର ଦାସ, ଅନନ୍ତ କିଶୋର ମଲ୍ଲିକ, ନିରଂଜନ ସାହୁ, ରବିନ୍ଦ୍ରନାଥ ମିଶ୍ର, ସୁକାନ୍ତ କୁମାର ଜେନା, ଦେବ୍ ଜେନା ପ୍ରମୁଖ ଯୋଗ ପାଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ମକର ଚରଣ ଘଡାଇ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଙ୍କ ରଚିତ ଛାନ୍ଦ ଗାନ କରିଥ୍ ଥିଲେ । ତେବେ ଅନୁଷ୍ଠାନ ତରଫରୁ ଡ. ଅଜୟ କୁମାର ଜେନା, ସନ୍ତୋଷ କୁମାର ରାଉତ ହରି ରିଦ୍ଵାର ଠାରେ ପ୍ରଭାତ ସମୟରେ ସ୍ୱର୍ଗତ ମହାପାତ୍ରକ ପାତ୍ରଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ଦରିଦ୍ର ନାରାୟଣ ସେ ସେବା ପ୍ରଦାନ କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ