।। ଧୂମଧାମରେ ପାଳିତ ହେଲା ପଙ୍ଗଲ ।।

Jan 15, 2024 - 12:56
 0  8
।। ଧୂମଧାମରେ ପାଳିତ ହେଲା ପଙ୍ଗଲ  ।।

ରାୟଗଡା କୃଷ୍ଣଚନ୍ଦ୍ର ବକ୍ସିପାତ୍ର ସାହିରେ ଅତି ଆନନ୍ଦରେ ପାଳନ କରିଥିଲେ ପଙ୍ଗଲ ଏହି ପର୍ବ 50 ବର୍ଷ ଧରି ପାଳନ କରିଆସୁଛନ୍ତି, ଏହି ପର୍ବ ହେଉଛି ତେଲୁଗୁ ସାମ୍ପ୍ରଦାୟର ନିଆରା ପର୍ବ, ଏହି ପର୍ବରେ ମୁଖ୍ୟତ ବଡ ବଡ କାଠ ସଂଯଗ କରି ନିଆଁ ଲଗାଇ ତା ଚାରିପାଖ ନାଚି ନାଚି ବୁଲିଥାନ୍ତି , ଏହି ପବିତ୍ର ପର୍ବ ମକର ସଂକ୍ରାନ୍ତି କୁ ପଙ୍ଗଲ ବା ଭୋଗୀ ଭାବେ ପାଳନ କରିଥାନ୍ତି, ଏହି ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ,, ପ୍ରଥମ ଦିନରେ ଭୋଗୀ ଦ୍ଵିତୀୟ ଦିନରେ ମକର ସଂକ୍ରାନ୍ତି ଏବଂ ଶେଷ ଦିନକୁ ପଙ୍ଗଲ ଭାବେ ପାଳନ କରିଥାନ୍ତି, ଏହି ପଙ୍ଗଲ ଉତ୍ସବରେ ନିଜ ନିଜ ଘରକୁ ରଙ୍ଗ ବେରଙ୍ଗ ସହିତ ଆଲୋକ ମାଳାରେ ସଜାଇଥାନ୍ତି, ସମସ୍ତ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଏବଂ ସମସ୍ତଙ୍କ ପାଇଁ ନୂଆ ପୋଷାକ କରାଯାଇଥାଏ, ।

କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡ଼ରୁ ଜଗନ୍ନାଥ ଖୋସଳାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ