ଧୁମଧାମ ପାଳିତ ହେଲା 79 ତମ ସ୍ଵାଧୀନତା ଦିବସ

Aug 15, 2025 - 13:03
 0  11
ଧୁମଧାମ ପାଳିତ ହେଲା 79 ତମ ସ୍ଵାଧୀନତା ଦିବସ

ଦେଶ 79 ତମ ସ୍ଵାଧୀନତା ଦିବସ ପାଳୁଥିବାବେଳେ ଲମତାପୁଟ ବ୍ଲକରେ ମଧ୍ୟ୍ୟ ଏହା କୁବ୍ ଦୁମଧାମରେ ପାଳନକରୁଥିବା ଦେଖିବା କୁ ମିଳିଛି ତେବେ ଆସନ୍ତୁ ଦେଖିବା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ କାଯ୍ୟଳୟ ରୁ ଏହି ରିପୋର୍ଟ,ଆଜି ପଞ୍ଚାୟତ କାଯ୍ୟଳୟ ଠାରେ ପଞ୍ଚାୟର ସମସ୍ତ ଅଙ୍ଗନବାଡି, ଆଶା କ୍ରମୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷାତ୍ରୀ ଓ ଛାତ୍ର ଛାତ୍ରୀ,GRS ମେଡ଼ମ ଅନୁପମା ପାତ୍ର ,ପଞ୍ଚାୟତର ପ୍ରତେକ ୱାର୍ଡମେମ୍ବର ଓ ପ୍ରତେକ ଗାଁ ସାଥି ମେଟ,ସହିତ ଜନସାଧାରଣ ଜଗଦେଇଥିଲେ ଏହି କାଯ୍ୟକ୍ରମ ରେ ମୁଖ୍ୟ ଓସ୍ଥିତି ଭାବେ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଘେନୁ କ୍ରି ସାନି,ଓ ସମିତି ସଭ୍ୟ ଭଲଵଦ୍ର ପୁକିଆ,ମୁଖ୍ୟ ଓସ୍ଥିତି ଭାବେ ଜଗଦେଇଥିଲାବେଳେ ସରପଞ୍ଚ ପତାକା ଉତ୍ତଳନ କରିଥିଲେ

ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ