।। ଧୁମ ଧାମରେ ପାଳିତ ହେଲା , ଧବଳେଶ୍ଵର ମନ୍ଦିର,,ପବିତ୍ର ଶ୍ରାବଣ ମାସ ର ଶେଷ ସୋମବାର ।।

Aug 28, 2023 - 16:32
 0  10
।। ଧୁମ ଧାମରେ ପାଳିତ ହେଲା , ଧବଳେଶ୍ଵର ମନ୍ଦିର,,ପବିତ୍ର ଶ୍ରାବଣ ମାସ ର ଶେଷ ସୋମବାର ।।

ବଲାଙ୍ଗୀର ଜିଲ୍ଲା,, ଟିଟିଲାଗଡ ଶିବ ମନ୍ଦିର ରେ ୫୦.୦୦୦ ରୁ ଅଧିକ ଭକ୍ତ ଙ୍କ ର ସମାଗମ ପୁରା ଟିଟିଲାଗଡ , ହର ହର ମହାଦେବ,ବୋଲ ବମ୍ ନାରେ ରେ କମ୍ପି ଉଠୁ ଥିଲା,,, ରାଜ୍ୟ ବାହାରୁ ଭକ୍ତ ମାନେ ଆସିଥିଲେ, ଛତିଶ ଗଡ଼,, ବିହାର ,, ଆନ୍ଦ୍ର ପ୍ରଦେଶ , ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସିଥିଲେ,,, ସମସ୍ତ ଙ୍କ ଖାଇବା ବ୍ୟବସ୍ଥା କରାଯାଇ ଥିଲା,, ବହୁତ୍ ଦୋକାନ ବଜାର ବସି ଥିଲା। କାହାର କୌଣସି ଅସୁବିଧା ନା ହେବା ପାଇଁ,, ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ