।। ଦୁବାଇରୁ ବିଏଲଏଫ ସମ୍ପାଦିକା ମିତୁଲା ଶିଶାଙ୍କ ଫେରିବା ପରେ ସମ୍ବର୍ଦ୍ଧନା ।।

Feb 6, 2024 - 22:17
 0  568
।। ଦୁବାଇରୁ ବିଏଲଏଫ ସମ୍ପାଦିକା ମିତୁଲା ଶିଶାଙ୍କ ଫେରିବା ପରେ ସମ୍ବର୍ଦ୍ଧନା ।।

ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ସୁବାଇ ପଞ୍ଚାୟତର ମିତୁଲା ଶିଶା ନାମ ମହିଳାଙ୍କୁ ସବୁଆଡୁ ସୁବେଚ୍ଛା ଶୁଭ କାମନା ଜଣାଇଲେ । ସେମିଳିଗୁଡ଼ା ବ୍ଲକ ପ୍ରଶାସନଙ୍କ ଦ୍ବାରା ଏହି ସପ୍ତାହ ରେ ଦୁବାଇ ଯାଇ ଫେରିଥିବା ବେଳେ ବ୍ଲକ ବି ଏ ଲ୍ ଏ ଫ୍ ସାମ୍ପାଦିକା ମୀତୁଲା ସୀଶା ।ପ୍ରଥମ ଥର ପାଇଁ ସଭାନେତ୍ରୀ ମାନେ ଦୁବାଇ ଯାଇ ଫେରିଥିବା ସାମ୍ପାଦିକା ମିତୁଳା ସୀଶା ମଧ୍ୟ ଦୁବାଇରୁ। ପହଞ୍ଚିବା ପରେ ଏହି ଅବସର ରେ ସେମିଳିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ , ଏ ବିଡିଓ ଧୀରେନ୍ଦ୍ର କୁମାର ଖଣ୍ଡଗିରି, ସିଡିପିଓ ବିନୋଦିନୀ ବେହେରା, ମିଶନ ଶକ୍ତି ବି ପି ସି ସସ୍ମିତା ଖୋସଲା, ସମେତ ବି ଏ ଲ ଏ ଫ୍ ସଭ୍ୟା ଓ ଇଶି ମେମ୍ୱର୍ ମାନେ ଯୋଗ ଦେଇ ବ୍ଲକ କାର୍ଯ୍ୟଳୟ ପରିସର ରେ ସମ୍ପାଦିକା ମିତୁଲା ସୀଶାଙ୍କୁ ଦୁବାଇରୁ ଫେରିଥିବା ସଫଳ କାମନା କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଲକର, ବି ଏ ଲ ଏ ଫ୍ ,ସଭାପତି ନେତ୍ରୀ ଓ ସମ୍ପାଦିକା ମାନଙ୍କୁ ରାଜ୍ୟ ସରକାର୍ ଙ୍କ ମିଶନ ଶକ୍ତି ବିଭାଗ ଦ୍ଵାରା ଦୁବାଇ ଭ୍ରମଣ କରି ବିଭିନ୍ନ ପ୍ରକଳ୍ପ ବିଷୟରେ ପରିଦର୍ଶନ କରାଯାଇଥିବା ଜଣାପଡିଛି। ଏହି ଅବସର ରେ ସମ୍ପାଦିକା ମୀତୁଲା ଶିଶାଙ୍କୁ ପୁସ୍ଫ ଗୁଚ୍ଛ ଦେଇ ଶୁଭ କାମନା ଜଣାଇଛନ୍ତି ସେମିଳିଗୁଡ଼ା ବ୍ଳକର ସମସ୍ତ ମହିଳା ମିଶନ ଶକ୍ତି ପକ୍ଷରୁ ।

 କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ