ଚିନ୍ମୟ ଶାଗରୀଆ ବୋଡେ଼ନ ର ନୂଆ ବିଡ଼ିଓ
ନୂଆପଡା : ବୋଡେ଼ନ ବ୍ଲକରେ ଚାରିମାସ ହେବ ସିନାପାଲି ବିଡ଼ିଓ କର୍ମୀ ଓରାମ ଚାର୍ଜ ନେଇ କାମକରି ଆସୁଥିଲେ l ସୁଶାନ୍ତ ରଣା ଗଲାପରେ ନୂଆ ବିଡ଼ିଓ ଆସିନଥିଲେ l ଆଜି ଚିନ୍ମୟ ଶଗରିଆ ନୂତନ ବିଡ଼ିଓ ଭାବେ ବୋଡେ଼ନ ପଞ୍ଚାୟତ ସମିତିରେ ଯୋଗଦାନ କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0