।। ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କଲା ପୋଲିସ; ୬ ଧଳା ଜହର ଜବତ l।

May 17, 2023 - 05:15
 0  17
।। ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କଲା ପୋଲିସ; ୬ ଧଳା ଜହର ଜବତ l।

ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କଲା ପୋଲିସ; ୬ ଧଳା ଜହର ଜବତ

ଭୁବନେଶ୍ୱର: (କୋରାପୁଟ ୧ମ ଖବର) ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ମିଳିଛି ସଫଳତା ।ଧରା ପଡ଼ିଲେ ଦୁଇ ଧଳା ଜହର ବେପାରୀ।ବିଭିନ୍ନ ଜାଗାରେ ବୁଲିବୁଲି ବ୍ରାଉନସୁଗର ବିକୁଥିବା ଅଭିଯୋଗ ହୋଇଥିଲା। ଭୁବନେଶ୍ୱରରେ ଥିବା ଉତ୍କଳ ହସପିଟାଲ୍‌ ପାଖରେ ସେମାନଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ କାବୁ କରିଛି। ୨ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ ୬ ଗ୍ରାମ ବ୍ରାଉନସୁଗର ଜବତ୍ କରାଯାଇଛି।

ବ୍ୟୁର ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ