ଦଳିତ ST , SC ଙ୍କୁ ଅସମ୍ମାନ କରିବାରୁ BJP MLA ସୁଧୀର ପଟ୍ଟଯୋଶୀ ର କୁ ଶଚପଲ ମାଡ଼ ସହିତ ପୂତଳି ରାସ୍ତା ଉପରେ ଜାଳି ଦିଆଯାଉଛି।
କଲାହାଣ୍ଡି: ୨୭/୦୪/୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା)ଧର୍ମଗଡ଼ ବିଜେପି ବିଧାୟକ ବାବା ସାହେବ ଆମ୍ବେଦକର ଙ୍କୁ କଲେ ଅସମ୍ମାନ ଶବ୍ଦ , ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଶୀ ସମ୍ବିଧାନ କୁ ଅମାନ୍ୟ କରୁଥିବା ଜଣାପଡ଼ିଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ବାବାସାହେବ ଆମ୍ବେଦକର ଙ୍କୁ କୁ -ମନ୍ତବ୍ୟ ଦେଇ ସଦାବେଳେ ଦଳିତ ସମାଜ ପ୍ରତି ଘୃଣାଭାବ କରିଥିବାରୁ ଆଜି କଳାହାଣ୍ଡି ର ପ୍ରତ୍ୟକ ଜାଗାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କୁ ଦଳିତ ସମାଜ ପକ୍ଷରୁ କୁଶ ପୁତଳା ଦହନ କରାଯାଇଥିଲା, ସୁଧୀର ପଟ୍ଟଯୋଶୀ ବିଧାୟକ ହେଲା ଦିନଠାରୁ ଦୁର୍ନୀତି କୁ ପ୍ରଶୟ ଦେଇ ଠିକାଦାର ମାନଙ୍କୁ ପୋଶୁଛନ୍ତି ଏବଂ କଳାହାଣ୍ଡି ଜିଲ୍ଲା ବିଜେପି ଦଳ ପକ୍ଷରୁ ମଧ୍ୟ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ସମର୍ଥନ ମିଳୁନାହିଁ ବୋଲି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ କହିଛନ୍ତି ବୋଲି ସାଧାରଣ ଲୋକ ଚର୍ଚ୍ଚା କରୁଛନ୍ତି। ହଁ ଆଜ୍ଞା ବାବା ସାହେବ ଆମ୍ବେଦକର ସମ୍ଭିଧାନ ଲେଖିଥିବା ମହାପୁରୁଷ ପ୍ରତି ଯେଉଁ ଅସାମାଜିକ ବିଧାୟକ ଏପରି ମନ୍ତ୍ୟବ ଏବଂ ଦଳିତ ସମାଜ ପ୍ରତି ଘୃଣା ମନୋଭାବ କେତେଦୂର ଯୁକ୍ତିଯୁକ୍ତ,ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କ ଇସ୍ତପା ପାଇଁ ଦଳିତ ସମାଜ ଆଗାମୀ ଦିନରେ ରାଜରାସ୍ତା ରୋକ ପାଇଁ ମନ ବୋଲଇଥିବା ଜଣାପଡ଼ିଛି ।
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0