।। ତଳଗୁମାଣ୍ଡି କୁ ତିଆରି କରାଯାଇଥିବା RD ରୋଢ଼ କାମରେ ବଢ଼ ଧରଣର ଦୁର୍ନୀତି:ଲୋକଙ୍କ ଅବିଯୋଗ ।।
କୋରାପୁଟ :-ତା;-୧୭/୧୨/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା )ନାରାୟଣପାଟଣା- ତଳଗୁମାଣ୍ଡି କୁ ତିଆରି କରାଯାଇଥିବା RD ରାସ୍ତା କାମରେ ବଢ଼ ଧରଣର ଦୁର୍ନୀତି କରାଯାଇଛି ତାହାକୁ ନେଇ ତଳଗୁମାଣ୍ଡି ଗ୍ରାମ ପଞ୍ଚାୟତ ର ଗ୍ରାମ ବାସିନ୍ଦା ସିୟାରା ହିରେଢି଼କା ବିଜୁ ହିମେରିକା ରେଲି ତାଢି଼ଙ୍ଗି, ଅଜିତ୍ମାଡିଙ୍ଗିଂ,ବିପିନ୍ତାଢି଼ଙ୍ଗି ଜୁନେସ୍ ତାଢି଼ଙ୍ଗି,ସଦା ତାଢିଙ୍ଗି,ପବିତ୍ର ତାଢିଙ୍ଗି ଦିଲ୍ଲୀପ ତାଢି଼ଙ୍ଗି, ରମେଶ ତାଢି଼ଙ୍ଗି,ସନଜୟ ତାଢିଙ୍ଗି,ଈନା ତାଢି଼ଙ୍ଗି ଅଭିଯୋଗ କରିଛନ୍ତି ଏହି ରାସ୍ତା ନାରାୟଣପାଟଣା ତଳଗୁମାଣ୍ଡି ସେମିଳିଗୁଡ଼ା କୁ ସଂଯୋଗ କରୁଛି ।ତାହା ଅଥି ନିମ୍ନ ମାନର ଅଥି କରାପ୍ ରୁ କରାପ୍ କାମ କରାଯାଇଛି ଯେ ଠିକାଦାର ଏମିତି ପିଚୁ ରାସ୍ତା କରିଛନ୍ତି ଯେ ହାତ ମାରିଲେ ଉଠିଯାଉଛି । ଠିକାଦାର, ଆଉ ବିଭାଗର ଅଧିକାରୀ ଉକ୍ତ ଅଂଚଳ ରେ ବିକାଶ ନାମ ରେ ବିନାଶ୍ କରୁଛନ୍ତି କିନ୍ତୁ ଅଂଚଳ ପାଇଁ ଆସୁଥିବା କୋଟି କୋଟି ଟଙ୍କା କିପରି ଲୁଟ୍ କରୁଛନ୍ତି ଏ ହେଉଛି ତାହାର ଦୃଷ୍ଟି । ଆଦିବାସୀ ଙ୍କୁ କନ୍ଧବଳି ଅନ୍ଧ ଭାବୁଛନ୍ତି ଏହିଁ କିଛି ଠିକାଦାର ମାନେ ଆମରି ଦୟାରେ କିଛି ବଞ୍ଚୁଛନ୍ତି ତାହା ଜାଣିବା ଉଚିତ ବୋଲି ଗ୍ରାମବାସୀମାନେ ଅବିଯୋଗ କହିଛନ୍ତି ।
What's Your Reaction?
Like
4
Dislike
1
Love
1
Funny
0
Angry
0
Sad
0
Wow
0