।। ତଳଆମପଦର ଗ୍ରାମ ବଜାର ପଡିଆ ଠାରେ ବାଲିଆ ପଟ୍ଟା ଉତ୍ସବ ।।

Jan 24, 2024 - 11:55
 0  72
।। ତଳଆମପଦର ଗ୍ରାମ ବଜାର ପଡିଆ ଠାରେ ବାଲିଆ ପଟ୍ଟା ଉତ୍ସବ ।।

ଥୁଆମୂଳ ରାମପୁର ବ୍ଲକ ବନପାହାଡ଼ ଘେରା ଥିବା ତଳଆମପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ତଳ ଆମପଦର ଗ୍ରାମ ବଜାର ପଡିଆ ଠାରେ ବାଲିଆ ପଟ୍ଟା ହୋଇଯାଇଛି l ଏହା ଅନୁସୂଚିତ ଜନଜାତି ମାନଙ୍କ ମହାନ ଗଣପର୍ବ ଟୋକୀ ପର୍ବ ର ତୃତୀୟ ଦିନ କୁ ବାଲିଆ ପଟ୍ଟା ବୋଲି କୁହାଯାଏ l ଏହି ଉତ୍ସବ ରେ ମନରଞ୍ଜନ ପାଇଁ ବାଲିଆ ପଟ୍ଟା ପୂଜା କମିଟି ରେକର୍ଡ ଡ୍ୟାନସ ପ୍ରତିଯୋଗିତା ଆୟୋଜନ କରି ଥିଲେ l ଏଥିରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ତଳଆମପଦର ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ମାଝୀ, ଗ୍ରାମ ରୋଜଗାର ସେବିକା ମାଧବୀ ନାଏକ, ଯୋଗାଣ ସହାୟକ ବୀରେନ୍ଦ୍ର ବାଗ , ପୂଜା କମିଟି ଲାଇ ମାଝୀ, ଭକ୍ତ ଜାଲ, ସନ୍ତୋଷ ଜାଲ ଉପସ୍ଥିତ ଥିଲେ l ନୃତ୍ୟ ପ୍ରତିଯୋଗୀ ମାନେ ଉକ୍ତ ପ୍ରତିଯୋଗିତା ରେ ଭାଗ ନେଇ ବିଜୟତା କୁ ପ୍ରଥମ ପୁରସ୍କାର ପାଞ୍ଚ ହଜାର, ଦ୍ଵିତୀୟ ପୁରସ୍କାର ତିନି ହଜାର, ତୃତୀୟ ପୁରସ୍କାର ଦୁଇ ହଜାର, ଚତୁର୍ଥୀ ପୁରସ୍କାର ହଜାରେ ଭାବେ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ପରମ୍ପରା କୁ ବଜାଇ ରଖିବା ଏବଂ ଭାଇ ଚାରା ସୃଷ୍ଟି କରିବା ପାଇଁ ବର୍ଷକୁ ଥରେ ଏହି ପର୍ବ ରେ ଏକଠା ହୋଇ ଖୁସି ମନାଇ ଥାନ୍ତି l ଶହ ଶହ ବର୍ଷ ଧରି କରି ଚାଲିଥିବା ବେଳେ ଚଳିତ ବର୍ଷ ବି ବିଧିବିଧାନ ରୀତିନୀତି ଅନୁଯାଇ ପୂଜା ଅର୍ଚନା କରିବlଭିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ କରିଥାନ୍ତି lଏହା ଦେଖିବାକୁ ବହୁ ଦୂରଦୂରାନ୍ତ ରୁ ହଜାର ଦର୍ଶକ ବାଲିଆ ପଟ୍ଟା ଦେଖିବା ପାଇଁ ଯାଇଥିଲେ l ମହାଆଡମ୍ବର ହୋଇଥିଲା ବେଳେ ରାତିରେ ଏକ ମନରଞ୍ଜନ ପାଇଁ ସାଂକୃତିକ ନାଟ୍ୟ ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଗାଁ ଦୁଲୁକି ଉଠୁଥିଲା ଏବଂ ଅଞ୍ଚଳ ରେ ଖୁସି ର ଲହରୀ ଛୁଟି ଯାଇଛି l ଏହାକୁ ନେଇ ଅଞ୍ଚଳ ର ବିଭିନ୍ନ ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି l ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ତ୍ରିଲୋଚନ ନାଏକ ସଭକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର ସ୍ଲୁଗ..ତଳଆମପଦର ଗ୍ରାମ ବଜାର ପଡିଆ ଠାରେ ବାଲିଆ ପଟ୍ଟା ଉତ୍ସବ ଆଙ୍କର.. ଥୁଆମୂଳ ରାମପୁର ବ୍ଲକ ବନପାହାଡ଼ ଘେରା ଥିବା ତଳଆମପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ତଳ ଆମପଦର ଗ୍ରାମ ବଜାର ପଡିଆ ଠାରେ ବାଲିଆ ପଟ୍ଟା ହୋଇଯାଇଛି l ଏହା ଅନୁସୂଚିତ ଜନଜାତି ମାନଙ୍କ ମହାନ ଗଣପର୍ବ ଟୋକୀ ପର୍ବ ର ତୃତୀୟ ଦିନ କୁ ବାଲିଆ ପଟ୍ଟା ବୋଲି କୁହାଯାଏ l ଏହି ଉତ୍ସବ ରେ ମନରଞ୍ଜନ ପାଇଁ ବାଲିଆ ପଟ୍ଟା ପୂଜା କମିଟି ରେକର୍ଡ ଡ୍ୟାନସ ପ୍ରତିଯୋଗିତା ଆୟୋଜନ କରି ଥିଲେ l ଏଥିରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ତଳଆମପଦର ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ମାଝୀ, ଗ୍ରାମ ରୋଜଗାର ସେବିକା ମାଧବୀ ନାଏକ, ଯୋଗାଣ ସହାୟକ ବୀରେନ୍ଦ୍ର ବାଗ , ପୂଜା କମିଟି ଲାଇ ମାଝୀ, ଭକ୍ତ ଜାଲ, ସନ୍ତୋଷ ଜାଲ ଉପସ୍ଥିତ ଥିଲେ l ନୃତ୍ୟ ପ୍ରତିଯୋଗୀ ମାନେ ଉକ୍ତ ପ୍ରତିଯୋଗିତା ରେ ଭାଗ ନେଇ ବିଜୟତା କୁ ପ୍ରଥମ ପୁରସ୍କାର ପାଞ୍ଚ ହଜାର, ଦ୍ଵିତୀୟ ପୁରସ୍କାର ତିନି ହଜାର, ତୃତୀୟ ପୁରସ୍କାର ଦୁଇ ହଜାର, ଚତୁର୍ଥୀ ପୁରସ୍କାର ହଜାରେ ଭାବେ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ପରମ୍ପରା କୁ ବଜାଇ ରଖିବା ଏବଂ ଭାଇ ଚାରା ସୃଷ୍ଟି କରିବା ପାଇଁ ବର୍ଷକୁ ଥରେ ଏହି ପର୍ବ ରେ ଏକଠା ହୋଇ ଖୁସି ମନାଇ ଥାନ୍ତି l ଶହ ଶହ ବର୍ଷ ଧରି କରି ଚାଲିଥିବା ବେଳେ ଚଳିତ ବର୍ଷ ବି ବିଧିବିଧାନ ରୀତିନୀତି ଅନୁଯାଇ ପୂଜା ଅର୍ଚନା କରିବlଭିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ କରିଥାନ୍ତି lଏହା ଦେଖିବାକୁ ବହୁ ଦୂରଦୂରାନ୍ତ ରୁ ହଜାର ଦର୍ଶକ ବାଲିଆ ପଟ୍ଟା ଦେଖିବା ପାଇଁ ଯାଇଥିଲେ l ମହାଆଡମ୍ବର ହୋଇଥିଲା ବେଳେ ରାତିରେ ଏକ ମନରଞ୍ଜନ ପାଇଁ ସାଂକୃତିକ ନାଟ୍ୟ ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଗାଁ ଦୁଲୁକି ଉଠୁଥିଲା ଏବଂ ଅଞ୍ଚଳ ରେ ଖୁସି ର ଲହରୀ ଛୁଟି ଯାଇଛି l ଏହାକୁ ନେଇ ଅଞ୍ଚଳ ର ବିଭିନ୍ନ ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି l ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ତ୍ରିଲୋଚନ ନାଏକ ସଭକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ