।।ତଳ ଗଲୁରୁ ପଞ୍ଚାୟତ ରେ ମୋ ଓଡିଶା ନବୀନ ଓଡିଶା ଏବଂ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।।

Jan 30, 2024 - 17:12
 0  319
।।ତଳ ଗଲୁରୁ ପଞ୍ଚାୟତ ରେ ମୋ ଓଡିଶା ନବୀନ ଓଡିଶା ଏବଂ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଳ ଗଲୁରୁ ପଞ୍ଚାୟତ ରେ ମୋ ଓଡିଶା ନବୀନ ଓଡିଶା ଏବଂ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହଇ ଯାଇଛି... ମୁଖ୍ୟ ଅତିଥି ଶ୍ରୀ ମତୀ କଳ୍ପନା ପାଙ୍ଗି ଅଧ୍ୟକ୍ଷ ପଟାଙ୍ଗୀ ଓ ସନ୍ନମାନୀୟ ଅତିଥି ଲଇଚନ ଖରା, ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗି ଯୋଗ ଦେଇ ଥିଲେ... ସରକାରଙ୍କ ବିଭିନ୍ନ ଯୋଜନା କୁ ପଞ୍ଚାୟତ ବାସି ଙ୍କୁ ଅବଗତ କରିବା ସହ ସେଠାରେ ଥିବା ଷ୍ଟାଲ ଗୁଡିକ ପରିଦର୍ଶନ କରିଥିଲେ.. ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ବଳଦାବାଇ ନିଲାମା ଙ୍କ ସଭାପତିତ୍ୱ ରେ ହଇଥିଲା. ପି ଇ ଓ ଶ୍ରୀ ଲକମଣ ହନ୍ତାଳ, ମୁସୁରୀ ଗୁଣ୍ଡାନା, ସମିତି ସଭ୍ୟ ରାମ ମାରି, ପତି ବଳଦାବାଇ, ସୁଶାନ୍ତ ବାଙ୍କା, ସମସ୍ତ ସରକାରୀ ବିଭାଗୀୟ ଅଥିକାରୀ ଯୋଗଦେଇ ଥିଲେ ।

 କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ