।। ଟାଟୁ ଦୋକାନ ରେ ଲାଗିଲାନିଆଁ ।।

ଟିଟିଲାଗଡ଼ ରେଳଷ୍ଟେସନ ରାସ୍ତା ରେ ଥିବା ଟାଟୁ ଦୋକାନ ରେ ଲାଗିଲା ନିଆଁ ,,ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ , ସର ସର୍କିଟ ଯୋଗୁଁ ଲାଗିଲା ନିଆଁ ବୋଲି ଟିଟିଲାଗ଼ର ଜନସାଧାରଣ ଙ୍କ ମତାମତ, ସର୍ବ ପ୍ରଥମେ, ଫୋନ୍ ଯୋଗେ ଯୋଗା ଯୋଗ କରିଥିଲେ କିନ୍ତୁ ଫୋନ ନ ଉଠେଇ ବାରୁ,ବିଜୁଳି ଅଫିସ କୁ ଯାଇ ତାଙ୍କ କର୍ମ ଚାରି ଙ୍କୁ ଡାକି ଅନାହୋଇଥିଲା, ବିଜୁଳି ବିଭାଗ ପକ୍ଷରୁ ବିଜୁଳି କାଟି ଦିଆ ଯାଇଥିଲା, ତାପରେ ଦମକଳ ବାହୀନି ଆସି ନିଆଁ କୁ କାବୁ କରିଥିବା ବେଳେ , ବଡ଼ ଦୁଃଖର ବିଷୟ ଯେ ଟାଟୁ ଦୋକାନ ଥିବା ସବୁ ଜିନିଷ ଜଳି ପୋଡ଼ି ଛାର ଖାର ହୋଇଯାଇଛି , କିଛି ନ ହେଲେ ହାରାହାରି ୫ ଲକ୍ଷ ଟଙ୍କାର ଜିନିଷ ପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି , ସୂଚନା ମିଳୁଛି ।
ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






