।। ଜିଲ୍ଲପାଳ ଅଫିସ ଘେରାଓ କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

Mar 6, 2024 - 12:13
 0  48
।। ଜିଲ୍ଲପାଳ ଅଫିସ ଘେରାଓ କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

।। ବିଗତ ଦିନରେ ବଲାଙ୍ଗୀର ସହରରେ ସରକାରୀ ଜମିରେ ବସବାସ କରୁଥିବା ଗରିବ ଖଟିଖିଆ ଲୋକଙ୍କ ଘର କୁଡ଼ିଆ ଭଂଗାଯାଇଥିଲା ହେଲେ ଆଜି ପଯ୍ୟନ୍ତ ନବୀନ ସରକାରଙ୍କ ଜାଗା ମିଶନ ତରଫରୁ କୌଣସି ସ୍ଥାୟୀ ବନ୍ଦୋବସ୍ତ କରାଯାଇନଥିବା ଯୋଗୁଁ ରାଜ୍ୟର ଟାଣୁଆ କଂଗ୍ରେସ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଅଞ୍ଚଳରେ ପୀଡିତା ବାସିନ୍ଦାମାନେ ବହୁଳ ମାତ୍ରାରେ ଯୋଗଦାନ କରି ଘେରାଉରେ ସାମିଲ ହୋଇଥିଲେ ଏବଂ ନିଜର ଭୂମିହୀନତା ଦୁଃଖ ପ୍ରକାଶ କରିଥିଲେ l ଏ ବିଷୟରେ ଆଜି ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ସିଧାସଳଖ ଭାବରେ ଜିଲ୍ଲାପାଳ ସହିତ ଆଲୋଚନା କରି ଆଗାମୀ ଦିନରେ ଏହାର ଯଥାସମ୍ଭବ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ