।। ଜାମଗୁଡା ଗ୍ରାମ ରେ ବଡଦିନ ପର୍ବ ପାଳନ ।।

Dec 25, 2023 - 19:13
 0  23
।। ଜାମଗୁଡା ଗ୍ରାମ ରେ ବଡଦିନ ପର୍ବ ପାଳନ ।।

ଆଜି ପାଳିତ ହେଉଛି ପ୍ରଭୁ ଯିଶୁ ଖ୍ରୀଷ୍ଟ ଙ୍କ ବଡ଼ ଦିନପର୍ବ ଏନେ ଇ ସମଗ୍ର ଦେଶରେ ଉତ୍ସବର ମାହଲ ଦେଖିବାକୁ ମିଳିଛି ଏହି ପରିପ୍ରିଖୀରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ଅଞ୍ଚଳରେ ଧୁମ୍ ଧାମର ସହିତ ଖ୍ରୀଷ୍ଟ ଧର୍ମ ଅବଲମ୍ବି ଭାଇ ଭଉଣୀ ମାନେ ପାଳ କରୁଛନ୍ତି ବଡ଼ ଦିନପର୍ବ। ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟ ଧର୍ମ ବିଶ୍ବାସୀ ମାନେ ଉଜାଗର ରହି ପ୍ରଭୁଙ୍କୁ ଆରାଧନା କରିଥିଲେ। ରବିବାର ମଧ୍ୟ ରାତ୍ରୀରେ ପ୍ରଭୁ ଯିଶୁ ଖ୍ରୀଷ୍ଟ ଜଗତର କଲ୍ୟାଣ ପାଇଁ ମଣିଷ ରୂପରେ ପୃଥିବୀ ପୃଷ୍ଠକୁ ଧରାବତରଣ କରିଛନ୍ତି ବୋଲି ଖ୍ରୀଷ୍ଟ ଧର୍ମୀ ମାନେ ବିଶ୍ୱାସ କରିଛନ୍ତି। ବ୍ଳକର ଯାମଗୁଡା, ରେ ପାଳିତ ହେଉଛି ପବିତ୍ର ବଡଦିନ ପର୍ବ । ଚର୍ଚ୍ଚ ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବାଇବଲ ପାଠରେ ପ୍ରକମ୍ପିତ ହେଉଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ