।। ଛୁଆ ହାତୀର ମୃତ (ଜଗିଛି ମାଆ) ।।

Apr 10, 2023 - 08:38
 0  27
।। ଛୁଆ ହାତୀର ମୃତ (ଜଗିଛି ମାଆ) ।।

।।ଛୁଆ ହାତୀ ମୃତ ଜଗିଛି ମାଆ ।। କୋଇଡ଼ା: କୁସୁମୁଣ୍ଡି ଗାଁ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ, ମୃତ ହାତୀ ଛୁଆର ଆନୁମାନିକ ବୟସ ୩ରୁ ୪ ବର୍ଷ,ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହକୁ ଜଗିରହିଛି ମାଆ ହାତୀ,ପ୍ରାୟ ୧୫ ଦିନ ତଳେ ଅସୁସ୍ଥ ହୋଇଥିଲା ଛୁଆ ହାତୀ,ଛୁଆ ହାତୀକୁ ଚିକିତ୍ସା କରି ଜଙ୍ଗଲକୁ ଛାଡ଼ିଥିଲା ବନବିଭାଗ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ