ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଗାଡି ଧକ୍କାରେ ନାବାଳକ ଗୋଡ ଭାଙ୍ଗି ଗୁରୁତର
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଵେଲକଣା ଗାଁ ଛକ ଠାରେ ନାଵାଳିକା କୁ ଧକ୍କା ଦେଇ ଚାଲି ଯାଉଥିବା ଵେଳେ ଗାଁ ଲୋକ ଅଟାକାଇଲେ ମନ୍ତ୍ରୀ ଙ୍କୁ,ସିକରପାଇ ଗାଁରେ ମନ୍ତ୍ରୀ ଆୟୋଜିତ ଏକ ଭଲି ଵୋଲ ଉଦଯାପିତ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ଫେରୁଥିବା ବେଳେ ଵେଲକଣା ଛକ ଠାରେ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଗାଡି ଏକ ନା ଵାଳକ କୁ ଧକ୍କା ଦେଇ ଚାଲି ଯାଉଥିବା ଵେଳେ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ଗାଁ ଲୋକ ଓ ଡ଼୍ରାଇଭର ମହା ସଂଘ ଆସି ମନ୍ତ୍ରୀ ଙ୍କ ଗାଡି କୁ ରାସ୍ତାରେ ଅଟକାଇ ପ୍ରତି ବାଦ୍ କରିଥିଲେ। ଶେଷରେ ମନ୍ତ୍ରୀ ଗୋଡ ଭାଙ୍ଗିଥିବା ଆହତ ନା ଵାଳକ ଙ୍କୁ ତାଙ୍କ ଗାଡ଼ିରେ ବସାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମନ୍ତ୍ରୀ ନିଜେ ନେଇ ଭର୍ତ୍ତି କରି ଚିକିତ୍ସା କରାଉଥିବା ଜଣା ପଡ଼ିଛି ଓ ଖବର ନେବାରେ ଜଣାଜାଉଛିକି ଆହାତ ନା ଵାଳକ ସୁସ୍ଥ ଥିଵା ଜଣାପଡିଛି ।
ରାୟଗଡ଼ା ରୁ ଜଗନ୍ନାଥ ଖସଲାଙ୍କ ସହ ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0