ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ମାନମାନି କାର୍ଯ୍ୟ କାହିଁକି
କଲାହାଣ୍ଡି ଜିଲ୍ଲା ତା:-୧୬/୦୮/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ଅଫିସ ର ଦ୍ରୁଶ୍ୟ ଏବେ ସାମ୍ନା କୁ ଆସିଛି। କୌଣସି କାର୍ଯ୍ୟକୁ ନେଇ ଲୋକେ ଅଭିେଯାଗ ପାଇଁ ଆସିଲେ ସୁଦ୍ଧା କେହିମଧ୍ୟ କର୍ମଚାରୀ ଅଫିସରେ ନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହି କଥା ଆମେ କହୁନୁ କହୁଛି ଏହି ଅଫିସ ର ଚଳଚ୍ଚିତ୍ର, ଥରେ ଦେଖି ନିଅନ୍ତୁ ।କେମିତି ଅଫିସ ର ସମସ୍ତ କବାଟ ବନ୍ଦ ରହିଛି ।ଆମେ ଦ୍ଵି ଥର ଜୟପାଟଣା ଅଞ୍ଚଳରେ ହେଉଥିବା ବିଜୁସେତୁ ଯାହାକି ସାନକର୍ଲାକୋଟ ଠାରୁ ହିରାପୁର କୁ ସଂଯୋଗ କରୁଥିବା ସେତୁ, ଭିତର ପଣ୍ଡି ସେତୁ ଏବଂ କୁଚାଗାଁ ଠାରୁ କୁମଯୋର ସେତୁ, ଖଳିଆଭଟା ଧବା ତୁଟ ସେତୁ ଏଭଳି ଅନେକ ଗ୍ରାମ୍ୟ ଉନ୍ନୟନ ବିଭାଗ ର କାର୍ଯ୍ୟ ର ଅନିୟମିତତା ଯୋଗୁଁ ଅଞ୍ଚଳବାସୀ ବାରମ୍ବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ବଳି ଅଭିଯୋଗ ହୋଇଛି। Byte - ଜନତା ର ସରକାର ଡବଲ ଇଞ୍ଜିନ ବୋଲାଉଥିବା ସରକାର ଆସି ଏକ ବର୍ଷ ବିତି ଯାଇଛି ତଥାପି ଏଭଳି ଅନିୟମିତତା ଉପରେ କାହାର ହାତ ରହିଛି ତାହା ସରକାର ହିଁ ଉତ୍ତର ରଖିବେ ବଳି ଜନମହଲ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ୍
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0