।। ଗୋବିନ୍ଦପୂର୍ ଗ୍ରାମରେ ମେସିନ ଖରାପ ଥିବା ଯୋଗୁଁ ଭୋଟରଙ୍କୁ ଭୋଟ ଦେବାରେ ବାଧା ।।

May 13, 2024 - 09:38
 0  26
।। ଗୋବିନ୍ଦପୂର୍ ଗ୍ରାମରେ ମେସିନ ଖରାପ ଥିବା ଯୋଗୁଁ ଭୋଟରଙ୍କୁ ଭୋଟ ଦେବାରେ ବାଧା ।।

ନୂଆପଡ଼ା (ଫାଷ୍ଟ ନ୍ୟୁଜ ଓଡ଼ିଶା) ବୁଥ ନମ୍ୱର ୨୦୭ ଗୋବିନ୍ଦପୂର୍ ଗ୍ରାମରେ ମେସିନ ଖରାପ ଥିବା ଯୋଗୁଁ ଭୋଟରଙ୍କୁ ଭୋଟ ଦେବାରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ନିର୍ବାଚନୀ ଅଧିକାରୀଙ୍କ ମତ ଅନୁଯାୟୀ ମତ ଦାନ ଆଗରୁ ସମସ୍ତ ପ୍ରକାର ମେସିନକୁ ଭଳ ଭାବେ ପରୀକ୍ଷା କରାଯାଇଥିଲା। ହେଲେ ମତ ଦାନ ଆରମ୍ବର କିଛି ସମୟ ମଧ୍ୟରେ ମେସିନ୍ ଖରାପ ହୋଇଥିବା ଦେଖିବାକୁ ମିଳିଛି। ତେଣୁକରି ଜିଲ୍ଲା ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି।

 ନୂଆପଡ଼ା ରୁ ଝଙ୍କେଶ୍ଵର ବନ୍ଦିଛୋର ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ