।। ଗଣେଶ ପୂଜା କମିଟି ପକ୍ଷରୁ ସ୍ମୃତିସଭା ।।

Sep 11, 2024 - 13:57
 0  13
।। ଗଣେଶ ପୂଜା କମିଟି ପକ୍ଷରୁ ସ୍ମୃତିସଭା ।।

ବରୀ ଅଞ୍ଚଳର ଅନ୍ୟତମ ପୁରାତନ ଗଣେଶ ପୂଜା କମିଟି ନେଉଳାର ସଭ୍ୟ ତ୍ରିଲୋଚନ ସେଠୀଙ୍କ ଅକାଳ ବିୟୋଗରେ ଆଜି ଏକ ସ୍ମୃତିଚାରଣ ସଭା ପୂଜା ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥ୍‌ ଘଟଣା ବୋଲି କହିଥିଲେ। ସୂଚନାଯୋଗ୍ୟ ଏହି କମିଟିର ସକ୍ରିୟ ସଦସ୍ୟ ତ୍ରିଲୋଚନ ସେଠୀ ପୁଲିସ ହାବିଲଦାର ଭାବେ ଓଏସ୍ଏପି ବାହିନୀ କଟକ ଠାରେ କାର୍ଯ୍ୟରତ ଥିଲେ। ଆଜିକୁ ୧୨ ଦିନ ହେବ ତାଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଛି। ରୌପ୍ୟ ଭାବେ ଯୁବ ସମାଜସେବୀ ସଞ୍ଜିବ ଜେନା ଯୋଗଦେଇ ଗଜାନନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିଲାବେଳେ ଆୟୋଜକ ପୁଷ୍ପାଞ୍ଜଳି କମିଟି ପକ୍ଷରୁ ଜଣେ ସଭ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ଏକ ଦୁଃଖଦ ଓ ସଂଯୋଗବସତଃ ଜୟନ୍ତୀ ପାଇଁ ବହୁ ଆଡମ୍ବରର ଆୟୋଜନ କରିଥିବା ନେଉଳା ପୂଜା କମିଟି ଶେଷରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରି କେବଳ ଔପଚାରିକ ଭାବେ ଆଧ୍ୟାତ୍ମିକ ପୂଜାର୍ଚ୍ଚନାକୁ ଗୁରୁତ୍ବ ଦେଇଛି। ଏହି ସ୍ମୃତିଚାରଣ ସଭାରେ ଅଶୋକ କୁମାର ଦାସ ସଭାପତିତ୍ବ କରିଥିଲା ବେଳେ ପ୍ରାକ୍ତନ ନ ସରଫଟ ବଳରାମ ବେହେରା, ଯୁବ କର୍ମୀ ଗୁରୁଚରଣ ଦାସ, ସାମ୍ବାଦି ମ୍ବାଦିକ ପ୍ରତାପ କୁମାର ଦାସ, ସଚ୍ଚିଦାନନ୍ଦ ଜେନ ନା ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ ତ୍ରିଲୋଚନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସାମ୍ବାଦିକ ଅରୁଣ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ