।। ଖରିଆର ରୋଡରେ ୟୁବା କି ଦାହାଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ l।

Jul 12, 2023 - 04:54
 0  29
।। ଖରିଆର ରୋଡରେ ୟୁବା କି ଦାହାଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ l।

ଖରିଆର ରୋଡ ସାହୁ ସମାଜ ଠାରେ ୟୁବା କି ଦାହାଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢ଼ୋଳିକିଆ ମୁଖ୍ୟ ଅତିଥି ଥିବାବେଳେ, ନୂଆପଡା ବ୍ଲକ ଚୈୟlରମ୍ୟାନ ତାରେଶ୍ୱରୀ ସାହୁ ସମ୍ମlନିୟ ଅତିଥି ଏବଂ ଖରିଆର ରୋଡ ସାହୁ ସମାଜର ଅଧ୍ୟକ୍ଷ ପ୍ରେମ ସାହୁ, ସମାଜସେବୀ ଶ୍ୟାମ କେଶରବାନି ଓ କରାଟେ ଚାମ୍ପିଅନ ତାନିୟା ଶ୍ରୀବାସ୍ତବ ମଂଚାସୀନଥିଲେ ଉକ୍ତ କାର୍ଯ୍ୟକ୍ରମରେ ଦିପଞ୍ଜଳି ସାହୁ ନିଜ ବକ୍ତବ୍ୟରେ କହିଥିଲେ ଆଜିର ଶିଶୁ କାଲିର ନାଗରିକ ଆମ ଏହି ସଂସ୍ଥାରେ ଜଡିତ ଯୁବ ଯୁବତୀ ମାନେ ଅଞ୍ଚଳର ବିକାଶ ପାଇଁ ଚେଷ୍ଠା କରିବା ତଥା ଯୁବ ସମାଜ ହିଁ ଆମର ଭବିଷ୍ୟ ଅଟନ୍ତି ବୋଲି କହିଥିବାବେଳେ l ଶ୍ୟାମ କେଶରବାନିଙ୍କ କହିବାବାନୁଯାଇ ନିଶା ମୁକ୍ତି ହଟାଇବା ଓ ସ୍ଵଛ ବାତାବରଣ ଆଣିବା ନିଜକୁ କିପରି ଆତ୍ମ ସାମ୍ମନ ରକ୍ଷ୍ୟା କରିବା ତାଉପରେ ସେ ବ୍ୟକ୍ତବ୍ୟ ଦେଇଥିଲେ l ପରେ ୟୁବା କି ଦାହାଡ଼ କାର୍ଯ୍ୟକ୍ରମରେ ତାରେଶ୍ୱରୀ ସାହୁ ଆଜିର ସମାଜରେ ଯୁବ ମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ ଅଟେ l ସଙ୍ଗଠନରେ ଥିବା ଯୁବ ଯୁବତୀ ମାନେ ନିଜ ନିଜର ଆତ୍ମ ରକ୍ଷ୍ୟା ପାଇଁ ଏକ କାର୍ଯ୍ୟକ୍ରମ ପଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ୟୁଵା କି ଦାହାଡ ନିର୍ଦେଶକ, ଦିପଞ୍ଜଳି ସାହୁ , ଶାଳିନୀ ସାହୁ, ନମିତା ସାହୁ. ଖୁସୁବୁ ଅଗ୍ରୱାଲ, ଶାଳିନୀ ସାହୁ, ଆର ଶୃଷ୍ଟି, କୌଶଳ ଚନ୍ଦ୍ରକାର, ଗିରିରାଜ ସାହୁ, ଗିରିରାଜ ସାହୁ, ଜିତେନ୍ଦ୍ର କୁମାର ସାହୁ, ଖୁସୁବୁ ଅଗ୍ରୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମେ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ