।। କ୍ଳଷ୍ଟର ସ୍ତରୀୟ ଶିଶୁ ମହୋଉତ୍ସବ କାର୍ଯ୍ୟକ୍ରମ ଖୁଡା ।।

Oct 4, 2024 - 11:21
 0  15
।। କ୍ଳଷ୍ଟର ସ୍ତରୀୟ ଶିଶୁ ମହୋଉତ୍ସବ କାର୍ଯ୍ୟକ୍ରମ ଖୁଡା ।।

ନନ୍ଦପୁର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଦ୍ର ଓଡିଶା ସୀମାନ୍ତ ଖୁଡା ପ୍ରାଥମିକ ସେବାଶ୍ରମ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ସି. ଆର. ସି ଶୋସାଙ୍କ ଶେଖର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏବଂ ଦୀପ ପ୍ରଯଳନକରି କାର୍ଯ୍ୟକ୍ରମ ଟି କୁ ଉଦ୍ଘାଟନ କରିଥିଲେ।ଓ ପ୍ରଧାନଶିକ୍ଷୟତ୍ରୀ ବେଦମୋତି ଆଚାର୍ଯ୍ୟ କବିତା ମାଧ୍ୟ୍ୟମରେ ସବାକାର୍ଯ୍ୟ କୁ ପରିଚାଳନା କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମଟି ଆନ୍ଦ୍ର ଓଡିଶା ସୀମାନ୍ତ ଦୁଇ ଗୋଟି ପଞ୍ଚାୟତ ର ପନ୍ଦର ଗୋଟି ସ୍କୁଲ ର ଛାତ୍ର, ଛାତ୍ରୀ ଙ୍କୁନେହି କାର୍ଯ୍ୟକ୍ରମଟି କରାଯାଇଥିଲା। ଓ ଏହି କାର୍ଯ୍ୟକ୍ରମରେ ଭିବିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର, ଛାତ୍ରୀ ମାନେ ନିଜ ନିଜର ପ୍ରୋଥିଭା ଦେଖାଇଥିଲେ। ଏବଂପ୍ରତେକ ସ୍କୁଲ ରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପିଲାମାନଙ୍କର ପ୍ରଥିଭାକୁ ଦେଖି ଯୋଜମେଣ୍ଟ କରିଥିଲେ। ଓ ଯେଉଁ ମାନେ ପ୍ରଥମ, ଦ୍ୱତୀୟ, ତୃତୀୟ, ସ୍ଥାନ ରେ ଅଦିକାର କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ କାର୍ଯ୍ୟରେ ଉପସ୍ଥିତଥିବା ଅତିଥି ଙ୍କ ମାଧ୍ୟ୍ୟମରେ ପୁରୋସ୍କୃତ କରିଥିବା ଦେଖିବାକୁ ମିଳିଥିଲା। ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସନ୍ମାନିତ ଅଥିତି ଭାବରେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମଟିକୁ ସୁରୁକୁରୁ ଭାବରେ କାର୍ଯ୍ୟଟିକୁ ସପଳ କରିଥିଲେ।

ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ