।। କୁରାଳ ଗ୍ରାମ ପଞ୍ଚାୟତ ରେ ମଙ୍ଗଳ ଆଳତି ।।

Nov 13, 2023 - 16:59
Nov 13, 2023 - 17:00
 0  23
।। କୁରାଳ ଗ୍ରାମ ପଞ୍ଚାୟତ ରେ ମଙ୍ଗଳ ଆଳତି ।।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗାଆଁ ରେ ଏହି ବିଶାଳ ସମାରୋହ ଲୋକଙ୍କ ସମାଗମ ନେଇ ଭାରତିୟ ଜନତା ପାର୍ଟି ର ବରିଷ୍ଟ ନେତ୍ରୀ ରାଯେଶ୍ୱରି ପ୍ରତ୍ୟୁଶ୍ୱା ସିଂ ଆଜି ଗାଁ ଗଣ୍ଡା ର ପ୍ରତେ କ ଘର୍ ଘର୍ ବୁଲି ମଙ୍ଗ ଳ ଆଳତି କରି ଥିବାବେଲେବହୁ ଜନ ଗହଳି ଦେଖିବାକୁ ମିଳିଛି ଲୋକଙ୍କ କହିବା କଥା ରାଣୀ ମାଆ ଜଣେ ଦେବୀ ପ୍ରତେ କ୍ ଦୁଃଖ ସୁଖ ରେ ଲୋକଙ୍କ ପାଖରେ ଠିଆ ହେବାର ନଜର କୁ ଆସୁଛି ମୋଟାମୋଟି ଭାବେ ଦେଖିବାକୁ ହେଲେ ବିଜେପି ଦୁଇ ହଜାର 24ସକ୍ରିୟ ବହୁ ସମର୍ଥକ ଜନତା ବିଜେପିରେ ସାମିଲ ହୋଇ ଏସଙ୍ଗଠ ନ ମଝୁବୁତୁ ହୋଇଥିବା ବେଳେ ରାଷ୍ଟିୟ ସମ୍ବିତୀ ମୁଖ ପାତ୍ର ଏ ଲ ଢେ ଇ ନିଶ୍ଚୟ ଜିତିବୁ ବୋଲି କହିଛନ୍ତ ଆମ୍ ନୟାଗଡ ଆମେ ନୟା ଗଡ଼ିଆ ଏ ନେଇ ନାରୀ ଦୂର୍ଗତୀ ନାଶିନି ମ ହିଁ ଶା ମର୍ଦିନି ଲୋକଙ୍କ ଆଲୋଚନାହେଉଥିବା ଜଣା ପଡିଚି ଭାରତୀୟ ଜନତା ପାର୍ଟି ର ବରିଷ୍ଟ ସମାଜ ସେବୀ ମାନଙ୍କୁ ଦେଖିବା କୁ ମିଳିଛି ନୟାଗଡ ଜିଲ୍ଲାର ସଫଳତା ଚେଷ୍ଟା ନିଷ୍ଟା ଦକ୍ଷତା ଲଦୁଆ ନେତ୍ରୀ ରାଣୀ ମାଆ ନେଇ ଲୋକଙ୍କ ଗ ହ ଣ୍ ରେ ଆଲୋଚନାଜୋର୍ ଧରିଛି ।

ନୟାଗଡ ଜିଲ୍ଲାରୁ ପ୍ରମଦ କୁମାର ନାୟକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ