।। କୁଆପଶି ନାରାୟଣୀ ରାଇସ୍ ମିଲ ସମ୍ମୁଖରେ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ଧାରଣା ।।

May 30, 2024 - 19:30
 0  30
।। କୁଆପଶି ନାରାୟଣୀ ରାଇସ୍ ମିଲ ସମ୍ମୁଖରେ  କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ଧାରଣା ।।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ ମିଲ ସମ୍ମୁଖରେ ଗ୍ରାମର କ୍ଷତିଗ୍ରସ୍ତ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ରାଇସମିଲ ରୁ ନିର୍ଗତ ହୋଉଥିବା ବିଷାକ୍ତ ବର୍ଜ୍ୟବସ୍ତୁ ପାଣି ପିଇ ଗୃହପାଳିତ ପଶୁ ଙ୍କ ମୃତ୍ୟୁ ହେବା ସହ ପୋଖରୀ ରେ ମାଛ ମରିଯାଉଥିବା ଏବଂ ଗଛ ମରିଯାଉଛି। ପଚା ଦୁର୍ଗନ୍ଧ ବାସ୍ନା ରେ ଅତିଷ୍ଠ ହୋଇପଡୁଛନ୍ତି ।ଏଥି ସହ ମିଲ ମାଲିକ ସରକାରୀ ଗୋଚର ଜମି କୁ ନିଜ ଅକ୍ତିଆର କୁ ନେଇ ପୋଖରୀ ଖୋଳୁଥିବା ଅଭିଯୋଗ ଆଣି ଗ୍ରାମବସୀ ମିଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଦୂଷଣ ବିଭାଗ ର ବୈଜ୍ଞାନିକ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛିନ୍ତି। ଅନ୍ୟପଟେ ଧାରଣା ରତ ଗ୍ରାମବାସୀ ଙ୍କ ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ମିଲ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ