।। କାର୍ଯ୍ୟରତ ପୋଲିସ ବାବୁ ଅଧିକାରୀ ଶରତ ବେହେରା ଙ୍କ ଫୋନ କଲ୍ କରି ସାମ୍ବାଦିକ ବାବୁ ଙ୍କୁ ଧମକ ଦେବା ସହିତ ଅଶୀଳ ଭାଷା ରେ ଗାଳି ।।

Nov 1, 2023 - 20:03
 0  20
।। କାର୍ଯ୍ୟରତ ପୋଲିସ ବାବୁ ଅଧିକାରୀ  ଶରତ ବେହେରା ଙ୍କ ଫୋନ କଲ୍ କରି ସାମ୍ବାଦିକ ବାବୁ ଙ୍କୁ ଧମକ ଦେବା ସହିତ ଅଶୀଳ ଭାଷା ରେ ଗାଳି ।।

ଜଣେ କାର୍ଯ୍ୟରତ ପୋଲିସ ବାବୁ ଅଧିକାରୀ ଆମ ନିୟ୍ୟଜୁ ଅଫିସ ରେ କାର୍ୟ୍ୟ ତୁଲାଉ ଥିବା ସାମ୍ୱାଦିକ ମାନସ ପାତ୍ରଙ୍କୁ ଏକ ଫୋନ କଲ ଆସିଥିଲା ଯେଉଁ କଲଟିକୁ ମାନସ ବାବୁ ହାଲୋଓ ବୋଲି କହିଛନ୍ତି ତା ପରେ ପୋଲିସ ବାବୁ ଜଣଙ୍କର ଆରମ୍ଭ ହୋଇ ଗଲା ଅଶିଳ ଭାଷାରେ ଗାଳି ହଁ ଦର୍ଶକ ବନ୍ଧୁ ଆପଣ ମାନେ ଟିକିଏ ଏଇ କଲ ରେକଡିଂ ଟିକୁ ଶୁଣି ନିୟନ୍ତୁ କି ଭଳି ଭାଷାରେ ଗାଳି ଗୁଲଜ କରୁଛନ୍ତି ଜଣେ ସାମ୍ୱାଦିକ ବନ୍ଧୁ ଙ୍କୁ ହଁ ଦର୍ଶକ ବନ୍ଧୁ ଏ ପୋଲିସ ବାବୁ ଜଣଙ୍କର ସ୍ତ୍ରୀ ବିଜେଡି ଦଳରେ ଧାମନଗର ବ୍ଲକ ରେ ବୈୟାଙ୍ଗଡି଼ହି ଗ୍ରାମ ପଞାୟତ ରେ ନମିନୀ ଭାବେ କାର୍ଯ୍ୟ ଭାର ସମ୍ଭଳିଛନ୍ତି ଜଣେ ଲୋକ ପ୍ରତିନିଧି ହୋଇ କି ତାଙ୍କ ସ୍ୱାମୀ ଶରତ ବେହେରା ପୋଲିସ ରହିଲେ ବୋଲି ମନକୁ ଯାହା ଆସିବ ତାହା କରିପାରିବ ବୋଲି ଧମକ ଦେଉଛନ୍ତି ସାମ୍ୱାଦିକ ବନ୍ଧୁ ଜଣଙ୍କୁ କହୁଁଛନ୍ତି ତୁ ମୋତେ ଚ଼ିହ୍ନି ନାହୁଁ ମୁଁ କିଏ ମୁଁ ଚ଼ାହିଁ ଲେ ମୋ କଥାରେ ଏସ ପି ଏବଂ ଡ଼ି ଜି ପି ନାଚି଼ବେ ତୁ ଶଳା ଗାଁ କୁ ଯେବେ ଆସିବୁ ମୁଁ ତୋତେ ଯିବନ ରୁ ଶେଷ କରିଦେବି ଏଇ ଭଳି ଧମକ ଦେଉଛନ୍ତି ପୋଲିସ ବାବୁ ଜଣଙ୍କ ଆହୁରି ମଧ୍ୟ କହୁଛନ୍ତି ମୁଁ ପୋଲିସ ର ଜଣେ ଗୁଣ୍ତା ମୁଁ କେତେ ସାମ୍ୱାଦିକ ଏଇ ଭଳି ଦେଖିଛି ତୁ ଶଳା ମୋର କଣ ଉଖାଡ଼ିବୁ ଉଖାଡ଼ ଏଇଠି କହିବାକୁ ଚାହୁଁଛି ଦର୍ଶକ ବନ୍ଧୁ ଏଇ ପୋଲିସ ବାବୁ ଜଣଙ୍କ ରାଗିବାର କାରଣ କ'ଣ ହୋଇ ଥିବ ବୋଲି ଆପଣ ମାନେ ଚା଼ହିଁ ବସିଥିବେ କାରଣଟି ଏହି ଯେ ଫେସବୁକ ରେ ଲେଖିବାର ଅଧିକାର ସମସ୍ତଙ୍କର ଅଛି ସମସ୍ତେ ଫେସବୁକ ରେ ଲେଖିପାରିବେ ଏବଂ କମେଣ୍ଟ ବି ଦେଇ ପାରିବେ ହେଲେ ଏ ପୋଲିସ ବାବୁ ଜଣଙ୍କ ଏତେ ରାଗିଯାଇ ଜଣେ କାର୍ୟ୍ଯ ରତ ସାମ୍ୱାଦିକ କୁ ମରଡ଼ କରିବା ପାଇଁ ଧମକ ଦେଉଛନ୍ତି ଏଇ ପୋଲିସ ବାବୁ ଙ୍କ ଉପରେ କି ପଦକ୍ଷେପ ନେଉଛନ୍ତି ତାଙ୍କ ଉପର ବାବୁ ମାନେ ଏଇଟାକୁ ଦେଖିବାକୁ ରହିଲା ବାକି ବିରୋ ରିପୋର୍ଟ ଆମ ନିୟ୍ୟଜୁ ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ