।। କାଠ ବଜେଇ ଟ୍ରାକ୍ଟର କୁ ଧକା ଦେଇ ଦୁଇ ବାଇକ ଆରହି ମୃତ୍ୟୁ ।।

Jan 6, 2024 - 21:52
 0  111
।। କାଠ ବଜେଇ ଟ୍ରାକ୍ଟର କୁ ଧକା ଦେଇ ଦୁଇ ବାଇକ ଆରହି ମୃତ୍ୟୁ ।।

ଵର୍ତମାନ ଖବର ଆସିଛି କାଠ ବାଝେଇ ଟ୍ରାକ୍ଟର ଡାଲା କୁ ଧକା ଦେଇ ଦୁଇ ବାଇକ ଆରୋହୀ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣ ଙ୍କୁ ଗୁରୁତର ଆହତ ଅବସ୍ଥା ରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଙ୍କ ସହାୟତା ରେ ଆଶକିରଣ ହସ୍ପିଟାଲ ରେ ଭକ୍ତ ରାମ ତୈଶଵ ଙ୍କ ପୁଅ ରାଜେଶ ତୈଶଵ (18)ଭର୍ତ୍ତି କରିଥିବା ବେଳେ ଜୟପଦ୍ମ ଗାଲି ଙ୍କ ପୁଅ ସୁଶାନ୍ତ ଗାଲୀ (18) ଘଟଣା ସ୍ଥଳରେ ମୃତ୍ୟୁ ବରଣ ହୋଇ ଥିବା ବେଳେ ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ନାରାୟଣ ଖୁଡ଼ା ଙ୍କ ପୁଅ ପ୍ରସାଦ ଖୁଡ଼ା (18) ଗୁରୁତର ଅବସ୍ଥା ରେ ଆଶକିରଣ ହସ୍ପିଟାଲ ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି, ପାଡୁଆ ଥାନା ଅଧିନସ୍ତ ପାନ୍ତଲ୍ଲୁଙ୍ଗ ଗ୍ରାମ ପଞ୍ଚାୟତ ର ହାଟଗୁଡ଼ା ହାଇ ସ୍କୁଲ ସମ୍ମୁଖରେ ଘଟଣା ଘଟିଛି ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି ।

କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ