।। କଳସ ଶୋଭାଯାତ୍ରା ଆରମ୍ଭ ।।

Jun 22, 2024 - 18:14
 0  55
।। କଳସ ଶୋଭାଯାତ୍ରା ଆରମ୍ଭ ।।

ମଲ୍ଲିପଶି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ହୋଇଯାଇଛି ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶିର ଦାରୁବ୍ରହ୍ମ ପ୍ରତିଷ୍ଠା ସଂସ୍ଥାନ ତରଫରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଆଧ୍ୟାତ୍ମିକ ପରିବେଶ ସମାବେଶ ହୋଇଯାଇଛି ସ୍ବତନ୍ତ୍ର ନିର୍ଦ୍ଧିଷ୍ଟ ମଧ୍ୟରେ ପ୍ରଥମେ ଆଜି ଭୋର ୪ ଟା ସମୟରେ ହଜାର ହଜାର ସଂଖ୍ୟାରେ ମା ଭଉଣୀ ଆଦିତ୍ୟ ସମିତି ତଥା ଜଗନ୍ନାଥ ପ୍ରେମି ମାନଙ୍କ ଦ୍ଵାରା ପାଟଣା ସ୍ଥିତ ପରମେଶ୍ବର ମନ୍ଦିର ଅନୃସୟା ପଟରୁ ପବିତ୍ର ବୈତରଣୀ ନଦୀରୁ କଳସ ଯାତ୍ରା ଆରମ୍ଭ କରାଯାଇଥିଲା ହରିବୋଲ ହୁଳହୁଳି ଭଜନ କୀର୍ତ୍ତନ ଦ୍ବାରା ଏକ ଆଧ୍ୟାତ୍ମିକ ପରିବେଶର ମଲ୍ଲିପଶି ଜଗନ୍ନାଥ ମନ୍ଦିରକୁ ଅଣାଯାଇଥିଲା ଯେଉଁ କଳସ ଶୋଭାଯାତ୍ରା କୁ ୭: କିଲୋମିଟର ରାସ୍ତା ଦୁଲ ପାଦରେ ହଜାର ହଜାର ଭକ୍ତ ମାନେ ଜଗନ୍ନାଥ ପ୍ରେମୀ ସ୍ବର୍ଗତ କରିଥିଲେ କଳସ ଶୋଭାଯାତ୍ରା ଆସି ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ପଣ୍ଡିତ କୁଳମଣି ଷଡ଼ଙ୍ଗୀ ଓ ରାଜାଶ୍ରୀ ରବିନାରାୟଣ ସିଂ ପ୍ରେମୀମାନଙ୍କୁ ସ୍ବର୍ଗତ କରିବା ସହିତ ହଳଦୀ ପାଣି ରେ ସମସ୍ତଙ୍କୁ ପାଦକୁ ଧୋଇବା ସହିତ ସେହି ଜଳକୁ ଅଭିମନୀତ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କାର୍ଯ୍ୟ ଆରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମରେ ବହୁତ୍ ଭକ୍ତ ମାନେ ଉପସ୍ଥିତ ରହିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ