।। କରଞ୍ଜି ଗୁଡା ରେ ଗଣେଶ ବାବା ବିସର୍ଜନ ।।

Sep 26, 2023 - 07:08
 0  13
।। କରଞ୍ଜି ଗୁଡା ରେ ଗଣେଶ ବାବା ବିସର୍ଜନ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କରଞ୍ଜି ଗୁଡା କୋଲୋନି ପଡ଼ା ରେ ଗଣେଶ ବିସର୍ଜନ କରି ଥିଲେ ଏକ ଡିଜେ ସାଉଣ୍ଡ ଆଣି ଥିଲେ ଏଥିରେ ଗାଁ ରୋ ପୋଡ଼ା ପୋଡା ବୁଲି ଛୋଟ ରୁ ବୁଦ୍ଧ ପର୍ଜନ୍ତ ନାଚି ନାଚି କରି ବହୁତ୍ ଆନୋନ୍ଦୋ ରେ ଗଣେଶ ବାବା ଙ୍କୁ ବୁଲାଇ ଗାଁ ଫାଖର ଥିବା ଏକ ନଦୀରେ ଜଳ ବନ୍ଦୀ କୁ ଭସାଇବାକୁ ନେଇ ଥିବା ସୂଚନା ମିଲିଛି ବିସର୍ଜନ ଏଥର ବହୁ ଆଡମ୍ବର ରେ କରିବା ଦେଖିବାକୁ ମିଳିଛି ଆଉ ଅର୍ନ ଛତ୍ର ମଧ୍ୟ କରିଥିଲେ ଏଥିରେ ବହୁତ୍ ଲୋକ ଭଜନ କରି ନିଜ ଘରେ ଘରେ ଯାଇଥିଲ।

 କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ