କନ୍ଧମାଳ ପୋଲିସ ହାତରେ ଆତ୍ମ ସମର୍ପଣ କରିଲେ ଟପ୍ ମାଓନେତା ଶୁକ୍ରୁ ସହ ୪ଜଣ

Mar 24, 2026 - 21:53
 0  19
କନ୍ଧମାଳ ପୋଲିସ ହାତରେ ଆତ୍ମ ସମର୍ପଣ କରିଲେ ଟପ୍ ମାଓନେତା ଶୁକ୍ରୁ ସହ ୪ଜଣ

କନ୍ଧମାଳ ଏକ ମାଓଅଞ୍ଚଳ ଭାବେ ପରିଚିତ ଥିବା ଅଞ୍ଚଳରୁ ପୁଣିଥରେ ଚାରିଜଣ ଆତ୍ମ ସମର୍ପଣ କରିଲେ କନ୍ଧମାଳ ପୋଲିସ ହାତରେ ଆତ୍ମ ସମର୍ପଣ କରିଲେ ଟପ୍ ନେତା ଶୁକ୍ରୁ ଯାହାକୁ ଧରିବା ପାଇଁ ଅହ ରହ ପରିଶ୍ରମ କରୁଥିଲା କନ୍ଧମାଳ ପୋଲିସ ଆଜି ଶୂକ୍ରୁ ନିଜେ ଜାଇ ଆତ୍ମ ସମର୍ପଣ କରିଥିବା ଡି ଜି ପି ସୂଚନା ଦେଇଛନ୍ତି I ଟପ୍ ନେତା ଶୁକ୍ରୁ କଲେ ଅତ୍ମ ସମର୍ପଣ ଯାହାକୁ ଫେବୃଆରୀ ୧୯ତାରିଖରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଚ ଅପରେସନ ଜାରି କରି ଖୋଜା ଖୋଜି କରୁଥିଲା କନ୍ଧମାଳ ପୋଲିସ ସେ ଏବେ ପୋଲିସ ହାତରେ ଯିଏକି ମାଓବାଦୀ ମାନଙ୍କ ମଧ୍ୟରେ ଜଣେ ଟପ୍ ନେତା ଥିଲେ ଶୁକୃ ଆଙ୍କୁ ଧରେଇବା ପାଇଁ ୫୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ସରକାର ଏହି ଏହି ମାଓ ନେତାଙ୍କ ସମେତ ଆଉ ଚାରି ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିବା ସଂଜୀବ ପଣ୍ଡା ଓ ଏ ସ୍ ପି ହରିଶ୍ ବିଶି ସୂଚନା ଦେଇଛନ୍ତି I ଏବେ ଆଉ ଅଳ୍ପକେ ରହିଛନ୍ତି ମାଓବାଦୀ ସେମାନଙ୍କୁ ଧରିବା ପାଇଁ ମଧ୍ଯ ବିଭିନ୍ନ ସ୍ଥାନରେ ସୂଚନା ପତ୍ର ମାରିଥିବା କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି ଓଡ଼ିଶା ପୋଲିସ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ