।। କଏଦୀ ଦୁଇ ଫେରାର ,, ଟିଟିଲାଗଡ ଜେଲ୍ ରୁ ।।

Mar 10, 2024 - 14:46
Mar 10, 2024 - 14:59
 0  51
।। କଏଦୀ  ଦୁଇ  ଫେରାର ,, ଟିଟିଲାଗଡ  ଜେଲ୍ ରୁ ।।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସୂଚନା ଅନୁସାରେ,୧୯୩୦ ମଶିଆ ରେ ତିଆରି ହୋଥିଲା,ଏହି ଉପ କାରାଗାର ରୁ ଦୁଇ କଏଦୀ ଶନିବାର ରାତି ରେ ପାଚେରୀ ଉପର କୁ ଚଡି ଫେରାର ହୋଇଛନ୍ତି I ଗୋଟିଏ ହତ୍ୟା କେସ ରେ ବିଚାର ଧିନ ଥିବା ବେଳେ , ମାରିଲେ ଫେରାର,,କଏଦୀ ମାନେ ହେଲେ ସିନ୍ଧେକେଲା ଥାନ ର ଶୁଭମ୍ ରଣା ଓ କେସିଙ୍ଗା ଥାନା ର ସୁମିତ ବିହାରି , ଦୁଇ ଗୋଟିଏ କେସ ରେ ,ଜଣ କୁ 5 ବର୍ଷ ଓ ଆଉ ଜଣ କୁ 2 ବର୍ଷ ହେଲା ରହୁଥିଲେ , କେମିତି ଫେରାର ମାରିଲେ,, ତାହାର ତଦନ୍ତ ଆରମ୍ଭ ଚାଲିଛି,, ଏଠି ପ୍ରଶ୍ନ ଉଠୁଛି ଯେ ସବୁଠୁ ସୁରକ୍ଷିତ ଜାଗା ହେଲା ଜେଲ୍,, ଏତେ କଡା ସୁରକ୍ଷା ମଧ୍ୟରେ କିମିତି ଫେରାର ମାରିଲେ ତାହା ଏବେ ପ୍ରଶ୍ନବାଚି ଉଠୁଛି ।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ