।। ଆଲୋକ କରପର୍ବ ଦୀପାବଳି ଉତ୍ସବପାଳିତ ।।

Nov 14, 2023 - 10:30
 0  18
।। ଆଲୋକ କରପର୍ବ ଦୀପାବଳି ଉତ୍ସବପାଳିତ ।।

ପୂରଠୁ ପଳି ଜମୁଛି ଦୀପା ବଳି.ରଙ୍ଗୀନ ଆଲୋକ ମାଳରେ ରଙ୍ଗବିରଙ୍ଗ ସଜାଇ ଦୀପଜାଲି. ବାଣଫୁଟାଇ ମୋହା ସମାରହରେ ପାଳନ କରା ଯାଇଛି. ଏପରି ଦୃଶ୍ୟ ଦେଖିବା କୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ର ବେନ୍ଦାଝୋଲା ଗ୍ରାମର ସୁବାସ ଚନ୍ଦ୍ରୟଙ୍ଗକ୍ଳବ କର୍ମକର୍ତା ଓ ପୂଜା କମିଟି ଏବଂ ଗ୍ରାମ ବାସୀଙ୍କ ସହାୟତାରେ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ଗୀତିନାଟ୍ୟ ପରିବେଷଣ କରା ଯାଇଥିଲା.ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବ୍ଲକଅଧକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ ଯୋଗ ଦେଇଥିବା ବେଲେ ସନମାନିତ ଅତିଥି ଭାବେ ସମାଜ ସେବି ଶ୍ରୀ ଯୁକ୍ତ ଦୁର୍ଯ୍ୟଧନ ନାୟକ. ଶକ୍ତି ଟିଭି ର ଉପଖଣ୍ଡ ପ୍ରତିନିଧି ଶ୍ରୀଯୁକ୍ତ ଅଙ୍ଗଦ ନାଏକ. ସୁନାଧର ମାଝୀ ସମାଜସେବି ଡମ୍ବରୁଧରମହାରଣା ମଞ୍ଚରେ ମଞ୍ଚାସିନ ଥିଲେ ।

 କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ