ଆଞ୍ଚଳିକ ସାଧନ କେନ୍ଦ୍ର ରେ ମଣ୍ଡଳ ସ୍ତରୀୟ ଆସ ସ୍କୁଲ ଯିବା"ଶିକ୍ଷା ସଭା"ଅନୁଷ୍ଠିତ

Aug 21, 2025 - 19:45
 0  11
ଆଞ୍ଚଳିକ ସାଧନ କେନ୍ଦ୍ର ରେ ମଣ୍ଡଳ ସ୍ତରୀୟ ଆସ ସ୍କୁଲ ଯିବା"ଶିକ୍ଷା ସଭା"ଅନୁଷ୍ଠିତ

ନୂଆପଡ଼ା : ଖରିଆର ରୋଡ ଆଞ୍ଚଳିକ ସାଧନ କେନ୍ଦ୍ର ରେ ମଣ୍ଡଳ ସ୍ତରୀୟ ଆସ ସ୍କୁଲ ଯିବା " ଶିକ୍ଷା ସଭା " ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନୈକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ଅତିଥି ରୂପେ ପୀରମାଳ ସଂସ୍ଥା ର ଗୋଷ୍ଠୀ ସଂଯୋଜକ ଭବାନୀ ଶଙ୍କର ନୈକ, ଏବଂ ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା ହେଇ ଥିଲା ଯେପରି, ମୁକ୍ତ ବିଦ୍ୟାଳୟ ରେ ନାମଲେଖା, ବିଦ୍ୟାଳୟ କୁ ଆସୁନଥିବା ଛାତ୍ରଛାତ୍ରୀ ଓ ଆଦ୍ୟ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି କେମିତି ଶିକ୍ଷା ସହ ଯୋଡିତ କରି ବିଦ୍ୟାଳୟ କୁ ଆଣି ପାରିବା ତାରି ଉପରେ ପୁଙ୍ଖାନୁ ପୁଙ୍ଖା ଚର୍ଚ୍ଚା ହେଇ ଥିଲା, ବିଦ୍ୟାଳୟ କୁ ଫେରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ଥିଲେ, ପରି ଶେଷରେ ସାଧନ କେନ୍ଦ୍ର ସଂଯୋଜକ ଗୁଣ ସାଗର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ |

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ