ଅଲଡ଼ା ଅବସ୍ଥାରେ ପଡ଼ି ରହିଛି ବଟ

Jul 25, 2024 - 19:00
 0  22
ଅଲଡ଼ା ଅବସ୍ଥାରେ ପଡ଼ି ରହିଛି ବଟ

ଯାଜପୁର ତା:-୨୫/୦୭/୨୦୧୪ (ଫାଷ୍ଟ ନ୍ୟୁଜ ଓଡ଼ିଶା)ବରୀ ଏକ ବନ୍ୟା ପ୍ଲାବିତ ଅଞ୍ଚଳ ହେଇଥିବା ବେଳେ ବ୍ରାହ୍ମଣୀ, ତନ୍ତୀଘାଇ, ଖରେସ୍ରୋତା ନଦୀ ରେ ପାଣି ଆସିଲେ ବନ୍ୟା ଆସିଥାଏ l ବନ୍ୟା ପୂର୍ଵ ରୁ ପ୍ରଶାସନ ସଜାଗ ରଖି ଥାଏ ବୋଟ l ହେଲେ ବରୀ ବ୍ଲକ ବାଲିଆପାଳ ପଥର ପୋଲ ନିକଟରେ ରେ ପଡିରହିଛି ଅଲୋଡା ଭାବରେ ପଡିରହିଛି ୨ ଲଞ୍ଚ ଓ ଗୋଟେ ପାୱାର ବୋଟ l ଏହାକୁ ବନ୍ୟା ପୂର୍ବରୁ ମରାମତି କରି ସଜାଗ ରଖିବାକୁ ସାଧାରଣ ରେ ଦାବି ହେଉଛି l

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ