।। ଅଗ୍ନି ବିପନ୍ନ ପରିବାର'ଙ୍କୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ସହାୟତା ।।

May 3, 2024 - 18:39
 0  20
।। ଅଗ୍ନି ବିପନ୍ନ ପରିବାର'ଙ୍କୁ  ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ସହାୟତା ।।

ସୋମବାର ରାତି ୧୨ଘଟିକା ସମୟରେ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତ ର ଗୁଳା ଗ୍ରାମର ଦାମୋଦର ଦାସ ଙ୍କ ଘର ଅଚାନକ ଅଗ୍ନିକାଣ୍ଡ ହୋଇଥିଲା । ଘରର ସମସ୍ତ ଆସବାପାତ୍ର ପୋଡି ପାଉଁଶ ହୋଇଯାଇଛି ତା:- ୦୩/୦୫/୨୦୨୪ ରିଖ ଦିନ ଖବର ପାଇ ରାଷ୍ଟ୍ରୀୟ ବଜରଙ୍ଗ ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଅସହାୟ ଦାମୋଦର ଦାସ ଙ୍କ ପାଖରେ ପହଞ୍ଚି ଆଶ୍ଵାସନା ଦେବା ସହିତ ଆର୍ଥିକ ରାଶି ସହାୟତା ପ୍ରଦାନ କରିଥିଲେ... ଶ୍ରୀ ସରୋଜ କୁମାର ଦାସ ସଭାପତି, ଦୀପକ ସ୍ୱାଇଁ ସହ ସଂଯୋଜକ, ରାଜକିଶୋର ରାଉତ ସହ ସଂଯୋଜକ, ସୁନାକର ଦାସ ସାପ୍ତାହିକ ମିଳନ ପ୍ରମୁଖ, ନିର୍ମଳ ମଲ୍ଲିକ୍, କରୁଣାକର ନାୟକ ଏବଂ ସଂଗଠନର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ତରଫରୁ ସ୍ଥାନୀୟ ସରକାରୀ ବେସରକାରୀ ସଂଗଠନ ମାନଙ୍କୁ ଅନୁରୋଧ ଅସହାୟ ଦାମୋଦର ଦାସ ଙ୍କୁ ଏପରି ଅସହାୟ ସମୟରେ ସହାୟତା କରନ୍ତୁ ।ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ରେ ଯୋଡ଼ି ହେବା ପାଇଁ ଯୋଗା ଯୋଗ କରନ୍ତୁ, 9938083838,8328910937

ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ