।। KJUର JJUବନ୍ଧୁ ମିଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jan 14, 2024 - 10:18
 0  13
।।  KJUର  JJUବନ୍ଧୁ ମିଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ତାଲଗୁଡ ଆମ୍ବ ବଗିଚାରେ ଜୟପାଟଣା ସାମ୍ବାଦିକ ସଂଘ ର ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି, ଉତ୍କ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ, ରାଜ୍ଯ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ରଘୁମଣୀ ପୂଜାରୀ, ପ୍ରମୁଖ ଉପସ୍ଥିତ ଥାଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ , ସମସ୍ତେ ଏକଜୁଟ ହୋଇ କାମ କରିବା, ସତ୍ୟ ଉପରେ କଲମ ଚାଳନା କରିବା ବିଭିନ୍ନ ପ୍ରସଙ୍ଗ ରେ ମତ ରଖିଥିଲେ, ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ନିରଞ୍ଜନ ଛତ୍ରିଆ , ହର୍ଷବର୍ଦ୍ଧନ ପାଣଗ୍ରାହୀ, ହରିହର ଛତ୍ରିଆ, ଅରୁଣ ସାହୁ, ମଳୟ କୁମାର ସାହୁ, ରଜନୀକାନ୍ତ ଛତ୍ରିଆ , ଜୟରାମ ଛତ୍ରିଆ, କୁଞ୍ଜବନ ଛତ୍ରିଆ, ପରମା ଛତ୍ରିଆ, ଦିବ୍ୟ ନାଗ, ରାଜୁ ପାହାଡ, ରୁଦ୍ର ପ୍ରସାଦ ମୁଣ୍ଡ, ସୁଶିଲ dh ମାଝୀ, ବ୍ୟୋମୋକେଶ ପଣ୍ଡା , ରଜନୀକାନ୍ତ ଶଗଡ଼ିଆ, ପରମାନନ୍ଦ ଛତ୍ରିଆ, ଡମ୍ବରୁ ଦୁର୍ଗା, ହେମନ୍ତ ସିଂ ରାଜପୁତ, ତୁଲମନି ବେହେରା, ହିରନ୍ୟ ବେହେରା, ବାସୁ ଛତ୍ରିଆ, ଟଙ୍କଧର ବିହାରି,ପ୍ରମୁଖ ଉପସ୍ଥିତ ଥାଇ ସାହାଯ୍ୟ ସହଯୋଗ କରିଥିଲେ ଶେଷରେ ସଂପାଦକ ଚକ୍ରଧର ବେଶ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ,ଜୟପାଟଣା ରୁ କୁଞ୍ଜବନ ।

କଳାହାଣ୍ଡି ରୁ ରଜନୀକାନ୍ତ ସଗଡ଼ିଆଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ