।। 5T ବିଦ୍ୟାଳୟରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ହନ୍ତସନ୍ତ ,ଦିଆଯାଉ ନାହିଁ ମଧ୍ୟାହ୍ନ ଭୋଜନ ।।

Feb 5, 2024 - 17:43
 0  92
।।  5T ବିଦ୍ୟାଳୟରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ହନ୍ତସନ୍ତ ,ଦିଆଯାଉ ନାହିଁ ମଧ୍ୟାହ୍ନ ଭୋଜନ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଁଳାଭଟା 5T ବିଦ୍ୟାଳୟ ରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଉନାହାନ୍ତି ବୋଲି ଗାଁ ଲୋକରୁ ଅଭିଯୋଗ ହୋଇଛି। ରୋଷେଇ ହଉନି ରୋଷେଇ ଘର ବନ୍ଦ। ଛୁଆ ମାନେ ଭୋକରେ ଆଉଟୁ ପାଉଟୁ ହେଇ ଶ୍ରେଣୀ ଗୃହରୁ ବାହାରେ । କିଏ ସାଇକେଲ ରେ ବୁଲୁଛି ତୋ କିଏ ଶ୍ରେଣୀ ଗୃହ ବାହାରେ ବୁଲୁଛି ।ଏଭଳି ଅବହେଳା ଛାତ୍ର ଛାତ୍ରୀ ଙ୍କର ଜୀବନ କୁ କେତେ ପ୍ରଗତି ମୋନେ କରୁଛନ୍ତି ଦେଖନ୍ତୁ, ଅଂଲାଭୋଟା 5t ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଧ୍ୟାଳୟ ଦେଖିବାକୁ ବାହାରୁ ଚକ ମୋକ ହେଲେ ପାଠ ଜିରୋ । ଅନ୍ୟ ଦିନେ ମଧ୍ୟ ଭାତ କମ୍ ଦେବାରୁ ଛୁଆଙ୍କର ପେଟ ପୁରୁନାହିଁ ଫଳରେ ବାଧ୍ୟ ହେଇ ଛାତ୍ର ଛାତ୍ରୀ ଘରେ ଖାଇବା ପାଇଁ ଯାଇ ଆସନ୍ତି । ହେଲେ ମାଷ୍ଟର ବାବୁ ଙ୍କର ଖାମଖିଆଲ ନାହିଁ। ଏହା ଆଜିର ଛାତ୍ର ଛାତ୍ରୀ ମାନଙ୍କର ପ୍ରଗତି ର ପଥ ଆପଣ ମାନେ ଦେଖି ପାରୁଥିବେ । ଏଭଳି ପାଠପଢ଼ା ହେଲେ ଆମ ରାଜ୍ୟର କେତେ ପ୍ରତିଶତ ଶିକ୍ଷାର ପ୍ରଗତି ପଥ କୁ ଆଗେଇବ ଚିନ୍ତା କରନ୍ତୁ ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ