।। 20 ପୁଟ୍ ତଳକୁ ଖସିପଡ଼ିଲା ଟ୍ରକ ।।

Sep 17, 2023 - 05:49
 0  14
।। 20 ପୁଟ୍ ତଳକୁ ଖସିପଡ଼ିଲା ଟ୍ରକ ।।

ରାୟଗଡା ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 20 ପୁଟ୍ ତଳକୁ ଖସିପଡ଼ିଲା ଟ୍ରକ,ଗାଡି ନମ୍ବର AP 07 TH 6146 ଟିକିରି ଠାରୁ ବିଶାଖାପାଟଣା ଅଭିମୁଖେ ଆଲୁମିନିୟମ ପାଉଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଛି, ସୂଚନା ମତାବକ ଗାଡ଼ିଭିତରେ ଡ୍ରାଇଭର ଚାପିହୋଇ ରହିଥିବାବେଳେ , ଘଟଣା ସ୍ଥଳେ ପୋଲିସ, ଡ୍ରାଇଭର ମହାସଙ୍ଘ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ , ସୂଚନା ଅନୁସାରେ ଡ୍ରାଇଭର ଓ ହେଲ୍ପର ଗୁରୁତର ଅଛନ୍ତି ବୋଲି ଜଣାପଡିଛି, ଅନ୍ୟପଖେ ପୋଲିସ ତଦନ୍ତ ଜାରି ରଖିଛି |

 ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ଜଗନ୍ନାଥ ଖୋସ୍କା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ