।। ସେମିଲିଗୁଡା ବ୍ଲକ୍ ଜୀବନ ଜ୍ୟୋତି ପଡ଼ିଆ ଠାରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପାଇ ଭବ୍ୟ କାର୍ଯ୍ୟକ୍ରମ ।।

Sep 17, 2024 - 16:20
 0  14
।।  ସେମିଲିଗୁଡା ବ୍ଲକ୍ ଜୀବନ ଜ୍ୟୋତି ପଡ଼ିଆ ଠାରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପାଇ ଭବ୍ୟ କାର୍ଯ୍ୟକ୍ରମ ।।

ଆମ ଦେଶ ର ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ ତମ ଜନ୍ମ ଦିବସ ଅବସର ରେ ଓଡ଼ିଶା ର ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି। ଆଜି ଓଡିଶା ର ପ୍ରତ୍ୟକ୍ ବ୍ଲକ୍ ରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମ ରେ ମହିଳା ମାନଙ୍କ ପାସ୍ ବୁକ୍ ନମ୍ବର୍ କୁ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଟଙ୍କା ଦେବା ର ବ୍ୟବସ୍ଥା କରି ଭର୍ଚୁଆଲ ମୋଡ୍ ରେ ଭୁବନେଶ୍ୱର ରୁ ଶୁଭାରମ୍ଭ କରିଥିଲେପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, କୋରାପୁଟ ଏଡିଏମ ଆଲୋମାରୀ ସେଠୀଙ୍କ ତୋତ୍ବଭଦାନ ରେ ସୁନାବେଡା ପୌରପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ନାୟକ ସେମିଲିଗୁଡା ବ୍ଲକ ସି ଡିପିଓ ବିନୋଦିନୀ ବେହେରା ସଭା ପରିଚାଳନା ରେ ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହିତ ଅଙ୍ଗୱାଡ଼ି କର୍ମୀ, ଆସା କର୍ମୀ,ଓ ଶହ ଶହ ସାଧାରଣ ମହିଳା ଯୋଗ ଦେଇ ଥିବା ବେଳେ ବ୍ଲକ୍ ର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ହେଲେ ସେମିଲିଗୁଡା ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ଆସନ ଦେଖିବା କୁ ମିଳିଥିଲା, ଏଇ ଅବସରରେ ସୁନାବେଡା ପୌରପରିଷଦ ଅଦ୍ୟକ୍ଷ ଡ଼ ରାଜେନ୍ଦ୍ର ପାତ୍ର,ଉପାଦକ୍ଷ ରିତୁ କଣ୍ଟା ସେମିଲିଗୁଡା ବ୍ଲକ ଅଦ୍ୟକ୍ଷା ଲିଲି ଅଣ୍ଟାବିରିୟା, ଉପାଦକ୍ଷ ଶିବା ବାଙ୍ଗାରୀ,ସିଡିପିଓ ସୁନାବେଡା ର ନଳିନୀ ବେହେରା, ସେମିଲିଗୁଡା ବ୍ଲକ ସିଡିପିଓ ବିନୋଦିନୀ ବେହେରା, ସେମିଲିଗୁଡା ବ୍ଲକ ଜିପିଓ ଅଜିତ କୁମାର ହତା, ଏଇ ସୃଷ୍ଟି ସୁହାସିନୀ ମଲ୍ଲିକ, କୋରାପୁଟ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ବିଜେପି ନେତା ଜେୟରାମ ଗରଡ଼ା, ଟୁନା ଖରା, ଜେୟରାମ ଭୋଇ , ବିପିସି ମିଶନ ଶକ୍ତି ଶ୍ରୀମତୀ ସସ୍ମିତା ଖୋସଲା, ପ୍ରମୁଖ ବ୍ଲକ ଆଧିକାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଲ କରିଥିଲେ ।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ