।। ସରକାର ଗୁଞ୍ଜିଗୁଡା ଗ୍ରାମବାସୀଙ୍କ ସମସ୍ୟାକୁ କେବେ କରିବେ ସମାଧାନ ।।

Aug 12, 2023 - 00:06
 0  22
।। ସରକାର ଗୁଞ୍ଜିଗୁଡା ଗ୍ରାମବାସୀଙ୍କ  ସମସ୍ୟାକୁ କେବେ କରିବେ ସମାଧାନ ।।

ସରକାର ଗ୍ରାମାଞ୍ଚଳ ପାଇଁ ଅଗଣିତ ଯୋଜନା କରିଛନ୍ତି ସତ ହେଲେ ଆମେ ଯଦି ଦେଖିବା ଗ୍ରାମାଞ୍ଚଳ ରେ ସରକାରଙ୍କ ଯୋଜନା ଏକ ଗାଁ କୁ ପହଞ୍ଚି ପାରିନି l

ନାହିଁ ନ ଥିବା ରାସ୍ତା ଓ ପାନୀୟ ଜଳ ର ଅସୁବିଧା ଯୋଗୁଁ ଲୋକେ କେତେ ରୋଗୀ ହେଉକି ଗର୍ଭବତୀମହିଳା ମାନଂକୁ ନେବା ପାଇଁ ହେଲେ ଗାଁ କୁ ଆମ୍ବୁଲାନ୍ସ ଯାଇ ପାରୁନି ବୋଲି 2/3କିଲୋମିଟର କାନ୍ଦ ରେ ବୋହି ନେବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ l

ଏହି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗୁଞ୍ଜିଗୁଡା ଗ୍ରାମ ସମସ୍ୟାl ଗାଁ ରେ କେବଳ ବିଦ୍ୟୁତ ଓ ପାନୀୟ ଜଳ କିଛି ସୁବିଧା ହୋଇଛି ଆଉ କିଛି ସୁବିଧା ନାହିଁ l

ପ୍ରଧାନମନ୍ତ୍ରୀ ଆବାସ ହେଉ କିଛି ବିଜୁ ପକ୍କା ଘର ବି ପାଇ ନ ଥିବା ପ୍ରକାଶ କରିଥିଲେ l ସରକାର ଏହି ଗାଁ କୁ କେବେ ଦୃଷ୍ଟି ଦେବେ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ