ଲୋଚନା ଦାସ ମେମରିଆଲ ଟ୍ରଫି(TPL) ଫାଇନାଲ ମ୍ୟାଚରେ V-Roar, ଚାମ୍ପିୟନ

Dec 30, 2024 - 20:01
 0  46
ଲୋଚନା ଦାସ ମେମରିଆଲ ଟ୍ରଫି(TPL) ଫାଇନାଲ ମ୍ୟାଚରେ V-Roar, ଚାମ୍ପିୟନ

ଟିପିଏଲର ଦଶମ ସଂସ୍କରଣ. ଫାଇନାଲ ମ୍ୟାଚ ଆଜି ବାରିପଦା ସ୍ଥିତ ତୁଳସୀ ଚଉରା ଗୋଶାଳା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପ୍ରଥମେ ଭି ରୋଆର ପ୍ରଥମେ ଟସ ଜିତି ବ୍ୟାଟିଂର ନିସ୍ପତି ନେଇଥିଲା. ନିର୍ଦ୍ଧାରିତ ୧୨ଅଭରରେ ୬ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲା, ମାତ୍ର ଏହି ରନକୁ ପିଛ।କରି କାଳିକା ପୁର ବ୍ଲାଷ୍ଟାର ୭ ଉଇକେଟ ହରାଇ ୧୪୩ ରନ କରିଥିଲା, ଫଳରେ ମାତ୍ର ୧ ରନରେ ଭି ରୋଆର, କାଳିକା ପୁର ବ୍ଲାଷ୍ଟାରକୁ ପରାସ୍ତ କରିଥିଲା। ଏବଂ ଆଜିର ମ୍ୟାଚରେ ଚମ୍ପିଆନ ହୋଇଥିଲା। ଏହି ଚମ୍ପିଆନ ଦଳକୁ ନଗଦ ୮୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉପ ବିଜେତା ଦଳକୁ ୬୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସମାଜସେବି ଶିଳ୍ପପତି ମାନ୍ୟବର ଗିରିଶ ଚନ୍ଦ୍ର ଦାସ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବିଜୟ କୁମାର ଦାସ ୧୪ଓ ୨୩ ନମ୍ବର କାଉନସିଲର ବିବେକାନନ୍ଦ ନା ଏକ ଓ ଅନନ୍ତ ଦାସ ତଥା ଏକାଧାରାରେ ସମାଜସେବି, ଯୁବ ସଂଗଠକ, ଯୁବଉଦିୟମାନ ନେତା ସମ୍ୟରଞ୍ଜନ ମିଶ୍ର ଓ ଗଦାଧର ନା ଏକ ଉପସ୍ତିତ ରହି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ