।। ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ।।

Apr 21, 2024 - 05:41
 0  51
।। ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବିଶାଳ  ଶୋଭାଯାତ୍ରା ଅନୁଷ୍ଠିତ ।।

ତା. ୧୪.୦୪.୨୦୨୪ ରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକ ରେ ହନୁମାନ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି... ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ଶ୍ରୀ ସରୋଜ କୁମାର ଦାସ ମହୋଦୟ ସଭାପତି ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ, ଶଙ୍କର କୁଣ୍ଡ ଉପ ସଭାପତି ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ, ଶିବାନନ୍ଦ ନାୟକ ସଂଯୋଜକ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ, ଦୀପକ ସ୍ୱାଇଁ ସହ ସଂଯୋଜକ , ରାଜକିଶୋର ରାଉତ, ସହ ସଂଯୋଜକ, ସୁନାକର ଦାସ ସାପ୍ତାହିକ ମିଳନ ପ୍ରମୁଖ, ଏବଂ ପଞ୍ଚାୟତ ଦାୟିତ୍ବ ରେ ଥିବା ସମସ୍ତ ଭାଇ ମାନେ, ତୁଷାର ନାୟକ, ଜ୍ୟୋତିରଞ୍ଜନ ସେଠୀ, ନିର୍ମଳ ମଲିକ୍, ନରେନ୍ଦ୍ର କୁମାର ଜେନା, ଅନ୍ୟ ସମସ୍ତ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ରାଲି କୁ ଶୃଙ୍ଖଳିତ ଭାବେ ପରିସମାପ୍ତି କରିଥିଲେ... ରାଜନଗର ତାରିଣୀ ମନ୍ଦିର ରୁ ରାଲି ଟି ବାହାରି କାମଧେନୁ ଗୋଶାଳା ପାଖରେ ଶେଷ ହୋଇଥିଲା...।

 ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ