।। ମୂଖିଗୁଡା ପୁରୁଣା ମାର୍କେଟ ରେ 43 ତମ ଦୁର୍ଗାପୂଜା ।।

Oct 25, 2023 - 12:17
 0  8
।।  ମୂଖିଗୁଡା ପୁରୁଣା ମାର୍କେଟ ରେ 43 ତମ ଦୁର୍ଗାପୂଜା ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୂଖିଗୁଡା ପୁରୁଣା ମାର୍କେଟ ରେ ଦୁର୍ଗାପୂଜା ଦେଖିବାକୁ ମିଳିଛି ଏଥିରେ ବହୁତ୍ ଭିଡ ଦେଖିବାକୁ ପାଇଥିଲୁ ତିନିଦିନ ଧରି ତିନୋଟି ନାଟକ ହୋଇ ଥିଲା ଏଥିରେ ବହୁତ୍ ସାଂଖ୍ୟ ରେ ଲୋକ ଯୋଗଦାନ କରିଥିଲେ ତା ସହିତ ମୁଖିଗୁଡା ହାଇସିକୁଲ ପୋଡ଼ିଆ ରେ ରାବଣ ମୋରା ଦେଖିବାକୁ ପାଇଛୁ ସବୁବର୍ଷ ଭଳି ଏ ବର୍ଷ ବହୁତ୍ ଆଡମ୍ବର ସହିତ ପାଳନ କରାଯାଇ ଥିଳା ତା ସହିତ ମୁଖି ଗୁଡା ରାହୁଲ ଟେଣ୍ଟ ହାଉସ ବହୁତ ସୁନ୍ଦର ଭାବରେ ସାଉଣ୍ଡ ଲାଇଟ୍ ଶୋଜଶଯ୍ୟା କରିଥିଲେ ଏଥିରେ ଦୁର୍ଗାପୂଜା କମିଟି ବହୁତ୍ ଖୁସି ଥିଲେ ।

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ