।। ମୁନିଗୁଡ଼ା ବ୍ଲକରେ ସଂକଳ୍ପ ସପ୍ତାହ ପାଳିତ ସ୍ୱଚ୍ଛତା ଏକସଂକଳ୍ପ ସମସ୍ତ ଙ୍କ ଆକାଂକ୍ଷା ଓ ସମସ୍ତ ଙ୍କ ବିକାଶ ।।

ମୁନିଗୁଡ଼ା ନ୍ୟିୟୁଜ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ସଂକଳ୍ପ ସପ୍ତାହ ସ୍ୱଚ୍ଛତା ସଂକଳ୍ପ ସମସ୍ତ ଙ୍କ ଆକାଂକ୍ଷା ଓ ବିକାଶ ନାମରେ ୫-୧୦-୨୦୨୩ ରିଖ ଗୁରୁବାର ସକାଳ ୯ ଘଣ୍ଟା ସମୟରେ ଆଜି ମୁନିଗୁଡ଼ା ସହିଦ୍ ଲକ୍ଷଣ ନାଏକ ଛକ ବସ୍ ଷ୍ଟାଣ୍ଡ ଠାରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରି ମୁନିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମ ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ଙ୍କ ନେତ୍ରୃତ୍ବରେ ମ୍ୟାନ୍ ରୋଡ଼ ଦୁଇପାଶ୍ଵର ଉପରେ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ଗୁଡ଼ିକ ମାଁ ଗାୟତ୍ରୀ ଆଞ୍ଚଳିକ ମଞ୍ଚ ୨୧- ଗୋଟି ଏସେଜୀ ଗ୍ରୃପ୍ ମହିଳା ମାଆ ମାନଙ୍କୁ ଙ୍କୁ ନେଇ ସଫେଇ କାର୍ଯ୍ୟ କ୍ରମ କରାଯାଇଥିବା ବେଳେ ମୁନିଗୁଡ଼ା ବ୍ଲକର AEE,ଐଶରୀୟ ଭଞ୍ଜ ଦେଓ,- ବିପିଏମ୍, କ୍ଷିରୋଦ୍ ଭୂୟାଁ, ଏଫିଓ ବିନୟ ପାଣି , ଏସ୍ ବି ଏମ୍ ଦେବେନ୍ଦ୍ର ପାଣିଗ୍ରାହୀ,ଜିପିଓ ଭିକାରୀ ଚରଣ ମିଶ୍ର, ମୁନିଗୁଡ଼ା ଥାନା ଏସ୍ ଆଇ , ଏବଂ ଷ୍ଟାଫ୍,ସୁନୀଲ କୁମାର ଯାଦବ, ଶରପଞ୍ଚ ଶରସ୍ବତୀ ଶବର ,ସିଆର୍ ପି ଅମ୍ବିକା ନାଏକ,ଓଏଲ୍ଏମ୍, କୃଷି ବିତ୍ର୍, ପ୍ରାଣୀ ମିତ୍ର,ଇଏଲ୍ଏସ୍ ପି, ବିପିଏମ୍, ବିପିସି, ଏସେଜୀ ଗ୍ରୃପ୍ ର ଶୁଷମା କରକରିଆ , ଙ୍କ ସମେତ ସେହି ଭଳି ଅନେକ ଗୃପ୍ ମହିଳା ମାଆ ମାନେ ଏହି ସଫେଇ କାର୍ଯ୍ୟ କ୍ରମ ରେ ଯୋଗଦାନ କରି ହାତରେ ଝାଡ଼ୁ ବେନର ଧରୀ ସଫେଇ କାର୍ଯ୍ୟ ରେ ସାମିଲ୍ ହୋଇ ଥିଲେ। ଏହି ସଫେଇ କାର୍ଯ୍ୟ କ୍ରମ ପୁର ପୋଲି ଗ୍ରାମାଞ୍ଚଳରେ ଓ ଶହର ଅଞ୍ଚଳ ପର୍ଯ୍ୟନ୍ତ କରାଯିବା ଓ ପ୍ରତିଟି ଗ୍ରାମରେ ଏହି ଭଳି ଜନସଚେତନତା କାର୍ଯ୍ୟ କ୍ରମ କରି ସାଧାରଣ ଲୋକଙ୍କୁ ଅଇଲା ଅବର୍ଯନା ଗୁଡିକ ସଫେଇ କରିବା ସହ ସ୍ଵଛ ପରିମଳ ମୁକ୍ତ ମସା,ମାଛି, ଡେଙ୍ଗୁ ଜ୍ୱର ମାଲେରିଆ,ଟାଇଫଡ୍, ଭଳି ଅନେକ ବିଭିନ୍ନ ରୋଗରୁ ଲୋକେ ଏସବୁରୁ କେମିତି ମୁକ୍ତି ପାଇବେ ସେହି ଦିଗରେ ରାଜ୍ୟ ସରକାର ଙ୍କ ତରଫରୁ ବିଭିନ୍ନ ମାର୍ଗ ରେ ବିଭିନ୍ନ କାର୍ଯ୍ୟ କ୍ରମ ହାତକୁ ନେଇ କରାଯାଉଛି। ଓ ଆଗାମୀ ଦିନରେ ମଧ୍ୟଚାଲୁ ରହିବ ବୋଲି ଶୂଚନା ଦେଇଛନ୍ତି । ଏହି କାର୍ଯ୍ୟ କ୍ରମ ରେ ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଏଇଇ ,ଜେଇ, ସମସ୍ତ ବିଭାଗ ଷ୍ଟାଫ୍ ଏହି କାର୍ଯ୍ୟ କ୍ରମ ରେ ବହୁତ ସଂଖ୍ୟା ରେ ଯୋଗଦାନ କରି ସହଯୋଗ କରିଥିଲେ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






