।। ମା ତାରିଣୀ ସାମ୍ବାଦିକ ସଂଘ ଘଟଗାଁ ତରଫରୁ ବୃକ୍ଷ ରୋପଣ ।।

Jul 9, 2024 - 17:00
 0  18
।। ମା ତାରିଣୀ ସାମ୍ବାଦିକ ସଂଘ ଘଟଗାଁ ତରଫରୁ ବୃକ୍ଷ ରୋପଣ ।।

ମା ତାରିଣୀ ସାମ୍ବାଦିକ ସଂଘ ଘଟଗାଁ ର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି। ପ୍ରକାଶ ଥଉକି ଘଟଗାଁ ସାମ୍ବାଦିକ ସଂଘ ପକ୍ଷରୁ ବାଣକାଣ୍ଡ , ତରା,ମଣତା ଆଦି ଗାଁ ଗୁଡିକରେ ବୃକ୍ଷ ରୋପଣ କରିବା ସହ ଇଛୁକ ବ୍ୟକ୍ତିଙ୍କୁ ଚାର ବଣ୍ଟନ କରିଛନ୍ତି। ବିଶ୍ୱକୁ ଆଜି ପାଞ୍ଚ ଶହ କୋଟି ବୃକ୍ଷର ଆବଶ୍ୟକ ଥିବା ବେଳେ ତାରିଣୀ ସାମ୍ବାଦିକ ସଂଘ ସଦସ୍ୟ ମାନେ ଜସ୍ଵସ୍ରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମା ପାଇଁ ବୃକ୍ଷ ଟିଏ ଅଭିଯାନକୁ କିଛି ମାତ୍ରାରେ ସଫଳ କରିବା ଉଦ୍ଦେଶ୍ୟରେ ଦୁଇ ଶହ ବୃକ୍ଷ ରୋପଣ କରିଛନ୍ତି।ତା ସହିତ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ହେଲେ ଦୁଇ ହଜାର ବୃକ୍ଷ ରୋପଣ କରିବା ଲକ୍ଷ ରଖିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ