।। ମଝି ରାସ୍ତାରେ ବାଲି ଗୋଦା କରିଥିବାରୁ ଯାତାୟତ ପାଇ ଅସୁବିଧା ।।

ପୁରୀ ସର୍ବଦୟ ନଗର uti ଅଫିସ ସାମାନାରେ ବୁଧୁବାର ଅପରାହ୍ନ ୨ଟା ପରଠୁ ମଝି ରାସ୍ତା ରେ ବାଲି ଗଦା ଦେଖିବାକୁ ମିଳିଛି l ସେହି ରାସ୍ତା ଅତିକ୍ରମ କରିବାକୁ ବଡ଼ ଗାଡ଼ି ଅସୁବିଧା ହେଉଛି l ଛୋଟ ଗାଡି ବି ଅସୁବିଧା ହେଉଛି l ରାସ୍ତା ଅବରୋଧ କରିବାକୁ ନିୟମ ନାହିଁ କିନ୍ତୁ ମାନିବାକୁ ପ୍ରସ୍ତୁତ ରହୁନାହାନ୍ତି l ସେହି ରାସ୍ତା ଅତିକ୍ରମ କରୁଥିବା ବେଳେ ଅସୁବିଧା ହେଉଛି l ସେଥି ପାଇଁ ରାସ୍ତା ଉପରୁ ବାଲି ଗଦା କାଡ଼ିବା ପାଇଁ ଅଧିବାସୀ ଅନୁରୋଧ କରିଛନ୍ତି l
What's Your Reaction?






