।। ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟ ଅଭିଯାନ ।।

Aug 28, 2024 - 16:11
 0  4
।। ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟ ଅଭିଯାନ ।।

ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ଯୋଡି ହୋଇ ସମସ୍ତ ସଦସ୍ୟଙ୍କୁ ଭାଜପା ରେ ସାମିଲ କରିବା ଓ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ କୁ ସୁଦୃଢ କରିବା ଲକ୍ଷ୍ୟରେ ମିରାବାଲି ଗ୍ରାମ ଠାରେ ସଦସ୍ୟ ଅଭିଯାନ ଆଜି ତା-୨୭-୮-୨୪ ରିଖ ଦିନ ଭାରତୀୟ ଜନତା ପାର୍ଟି, ତରଫରୁ ରାୟଗଡ଼ା ଜିଲ୍ଲା ସଦରମହକୁମା ରାୟଗଡ଼ା ବ୍ଲକର ପିପିଲିଗୁଡ଼ା ମଣ୍ଡଳ ତରଫରୁ ମିରାବାଲି ପଞ୍ଚାୟତ ର ଗ୍ରାମ ଠାରେ ଆୟୋଜିତ ସଦସ୍ୟତା ଅଭିଯାନ - ୨୦୨୪ କର୍ମଶାଳାରେ ଯୋଗଦେବା ଅବସରରେ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍, ମଣ୍ଡଳ ସଭାପତି ରବି ମାଣ୍ଡାଙ୍ଗି ଏବଂ ମଣ୍ଡଳ ର ବିଜେପି କର୍ମୀ ସଦସ୍ୟତା ଅଭିଯାନ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିବ l ସମାଜର ସବୁ ବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ତଥା ଯୋଡ଼ି ହେବା ସହ ଜିଲ୍ଲା ର ସମସ୍ତ ସଦସ୍ୟଙ୍କୁ ଭାଜପାରେ ସାମିଲ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଆମର ଲକ୍ଷ୍ୟ ବୋଲି ଶ୍ରି ପ୍ରିତମ କୁମାର ପ୍ରକାଶ କରିଥିଲେ l

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ