।। ଭରସା ପରିବାର ଓଡ଼ିଶା ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଭାଲୁଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ।।

ରଥଯାତ୍ରା ପାଇଁ ଦହି ଓ ଲେମ୍ବୁ ସରବତ କାର୍ଯ୍ୟ ରହିଛି ଏହି କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି ଭରସା ପରିବାର ର ପାଟଣା ସଭାପତି ଭରତ ଚନ୍ଦ୍ର ମାହାନ୍ତ, ସୁମନ୍ତ କୁମାର ବାରିକ୍, ମହେଶ୍ବର ମାହାନ୍ତ, ତୁଳସୀ ରାମ ମାହାନ୍ତ, ବିନୁପଲେଇ, ଡାକ୍ତର ମୁଣ୍ଡା , ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ, ସକ୍ରିୟ ସଦସ୍ୟ ବାସନ୍ତି ମାହାନ୍ତ, ମିନତି ମହାନ୍ତ, ସ୍ନେହ ଲତା ମହନ୍ତ , ସ୍ନେହା ନାଏକ, ମିଡ଼ିଆ ସେଲ ଦଶରଥ ବାରିକ୍ ଓ ଗ୍ରାମବାସୀମାନେ ଉପସ୍ଥିତି ରହିଥିଲେ ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






