।।ବିଜେଡି ର ମହିଳା କର୍ମୀ ଶ୍ରୀମତୀ ବୁଦ୍ରି ଆଲମ୍ ପାଡ଼ିଆଙ୍କ ଦେହ ଅସୁସ୍ଥ ।।

Mar 25, 2024 - 18:39
Mar 25, 2024 - 18:39
 0  105
।।ବିଜେଡି ର ମହିଳା କର୍ମୀ ଶ୍ରୀମତୀ ବୁଦ୍ରି ଆଲମ୍ ପାଡ଼ିଆଙ୍କ ଦେହ ଅସୁସ୍ଥ ।।

ଆଜି କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦ ର 24 ନମ୍ବର ପରିଷଦ ଶ୍ରୀମତୀ ବୁଦ୍ରି ଆଲମ୍ ପାଡ଼ିଆ ବିଜୁ ଜନତା ଦଳର ମହିଳା କର୍ମୀ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଛନ୍ତି। ଚିକିତ୍ସିତ ଅବସ୍ଥା ରେ ବିଜୁ ଯୁବ ନେତା ଅଶୋକ ପ୍ରଧାନ ଓ ଛାତ୍ର ନେତା ଆଶିଷ ଭାଲୁ ତ୍ପହଞ୍ଚି ବୁଦ୍ରି ଆଲମ୍ ପଡ଼ିଆ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି ।

କୋରାପୁଟ ଜିଲ୍ଲାରୁ ରୁପ ଖରାଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ