ବନାଞ୍ଚଳ ଅଧିକାରୀଙ୍କ ମହା ଦୁର୍ନୀତି ରହସ୍ୟ ଜାଣିବାକୁ ଗ୍ରାମ ବାସୀ ଏକତ୍ରିତ

Jun 17, 2025 - 20:18
 0  43
ବନାଞ୍ଚଳ ଅଧିକାରୀଙ୍କ ମହା ଦୁର୍ନୀତି  ରହସ୍ୟ ଜାଣିବାକୁ ଗ୍ରାମ ବାସୀ ଏକତ୍ରିତ

ଵୃକ୍ଷ ରୋପଣ ର ସୂଚନା ମିଳିଲାନି ତଥ୍ୟ। ବନାଞ୍ଚଳ ଅଧିକାରୀ, ଫରେଷ୍ଟର,ବିଡ଼ିଓ,ଗ୍ରାମ ସାଥି ଙ୍କ ବିରୋଧରେ ଆଣିଲେ ଦୁର୍ନୀତିର ଅଭିଯୋଗ । M.G.N.R.G.A ବୃକ୍ଷରୋପଣ ନାମରେ ମହା ଦୁର୍ନୀତି। ସରକାରୀ ପ୍ରଶାସନ ଙ୍କ ମଧୁ ଚନ୍ଦ୍ରିକାରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ହରିଲୁଟ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଧିନସ୍ଥ ମୋହନଗିରି ଗ୍ରାମପଞ୍ଚାୟତ ମୁଚେଲ ପଦର ଢେଙ୍ଗେନ୍ ଜଙ୍ଗଲ ବୃକ୍ଷ ରୋପଣ କାର୍ଯ୍ୟ କୁନେଇ ମୁଚେଳପଦର ଗ୍ରାମରେ ଜଙ୍ଗଲ ପରିଚାଳନା କମିଟି ସଭାପତି ଶ୍ରୀ ସାହୁ, ଦାୟିତ୍ଵ ତୁଳାଉ ଥିବା ସମୟ ରେ ଗ୍ରାମ ସାଥି ଶାନ୍ତନୁ ସାହୁ ଓ ମୋହନଗିରି ଫରେଷ୍ଟର ଯଶୋବନ୍ତ ପାତ୍ର ଙ୍କ କାର୍ଯ୍ୟ କାଳ ସମୟରେ ବୃକ୍ଷ ରୋପଣର କାର୍ଯ୍ୟ ତୁଲାଉ ଥିବା କଥା ବର୍ତ୍ତମାନର ସୁଚନା ଅନୁଯାୟୀ ଫରେଷ୍ଟର କ୍ଷୀରୋଦ ସେଟ୍ ଙ୍କୁ ଫୋନ ଯୋଗେ ପଚାରି ବୁଝିଵାରୁ କହୁଛନ୍ତି ।ସେହି କାର୍ଯ୍ୟର ନା ସୂଚନା ଫଳକ ଅଚ୍ଛି ନା ଠିକ ଭାବରେ କାମ ହୋଇଛି ! ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଜଙ୍ଗଲ ବୃକ୍ଷ ରୋପଣ କାର୍ଯ୍ୟ ରେ ଶ୍ରମିକ ମାନେ କାର୍ଯ୍ୟ ରେ ନିୟୋଜିତ ଥିଲେ। କିନ୍ତୁ ଦୁଇ ରୁ ତିନି ମାସ ହେଲା କାମ ବନ୍ଦ ରହିଥିବା କଥା ଗ୍ରାମବାସୀ ଉଲ୍ଲେଖ କରିଛନ୍ତି। ଗ୍ରାମ ସାଥି ଶାନ୍ତନୁ ସାହୁ ମଇ ,୯ ତାରିଖ ରୁ 15 ତାରିଖ ମଧ୍ୟରେ ସ୍କୁଲ ଛାତ୍ର ଛାତ୍ରୀ ତଥା 10 ରୁ 15 ବର୍ଷ ର ବାଳକ ବାଳିକା ମାନଙ୍କୁ ନେଇ କାର୍ଯ୍ୟରେ ନିୟୋଜିତ ଥିବା ଦେଖାଇ ଚାଲିଛନ୍ତି ଲୁଟ କାମ। N.M.M.S କରିଥିବା ଆପଣ ମାନେ TV ପରଦାରେ ଦେଖିବାକୁ ପାଇବେ। ଉକ୍ତ N.M.M.S କରୁଥିବା ଦେଖି ମନରେ ସନ୍ଦେହ କଲେ ଏବଂ ବୃକ୍ଷ ରୋପଣ କାର୍ଯ୍ୟ ଘୋଟାଲା ହୋଇଛି ବୋଲି ଭାବିଲେ।ଗ୍ରାମବାସୀ ତହିଁ ର ସମ୍ପୁର୍ଣ୍ଣ ବିବରଣୀ ଜାଣିବା ପାଇଁ ମ. ରାମପୁର ବିଡିଓ, ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ଜିଲ୍ଲାପାଳ,ଜିଲ୍ଲା ବନାଞ୍ଚଳ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଲିଖିତ ଭାବେ ଜଣାଇ ଥିବା କଥା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଗ୍ରାମବାସୀ କହିବା ଅନୁସାରେ ଅନେକ ଧନୀ, ବିକଳାଙ୍ଗ,ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧା ମାନଙ୍କ job Card ନମ୍ବରରେ ଟଙ୍କା ପଇଠ ହୋଇଅଛି। ଆପଣ ମାନେ tv sceen ରେ ଦେଖି ପାରୁଥିବେ। ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ଦୁର୍ନୀତି ର king ସାଜିଛନ୍ତି ବନାଞ୍ଚଳ ଅଧିକାରୀ। ସରକାର ଙ୍କ ଆଇନ କାନୁନ କୁ ଖୁଲ୍ଲମ ଖୁଲ୍ଲା ବେଖାତିର କରିବା ଏକ ଜ୍ୱଳନ୍ତ ଉଦାହରଣ। ମ ରାମପୁର ରେଞ୍ଜର ମହାଶୟ କାହାର ଛତ୍ର ଛାୟା ତଳେ ରହି ଏହି କାର୍ଯ୍ୟ କରିଛନ୍ତି,ତା ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। କି ଏବଂ ମ ରାମପୁର ରୁ ଅନ୍ୟ କୌଣସି ଜାଗା କୁ ବଦଳି ବି ହେଉନି ଅନେଦିନରୁ ମ ରାମପୁର କାର୍ଯ୍ୟ ତୁଲାଉଥିବା ବେଲେ ତାଙ୍କକାର୍ଯ୍ୟ ଲୋକେ ଅଷୋନ୍ତ ପ୍ରକାଶ କରିଛନ୍ତି ଆମ ପ୍ରତିନିଧି ଆଗରେ ଗ୍ରାମବାସୀ ଜନତାର ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରିଛନ୍ତି। ଏହିପରି ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ମ ରାମପୁର ରୁ ବାରୁ ମାଝି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ