।। ପୂଜା ମଣ୍ଡପ ବୁଲିଲେ ଓବିଶ୍ୱ ।।

Oct 21, 2024 - 19:38
 0  29
।। ପୂଜା ମଣ୍ଡପ ବୁଲିଲେ ଓବିଶ୍ୱ ।।

ବରୀ ଅଞ୍ଚଳରେ ଧୁମ୍ ଧାମରେ ପାଳନ ହେଉଛବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକମଣ୍ଡପରେ ପହଞ୍ଚି ମା’ଙ୍କ ଆଶୀର୍ବାଦ । ନେବା ସହିତ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଯୋଡି ହୋଇଥିଲେ।ଶ୍ରୀ ମଲ୍ଲିକ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ଭିଡ ଦେଖୁବାକୁ ମିଳିଥିଲା। ବରୀ ସ୍ଥିତପୂଜା କମିଟି ପକ୍ଷରୁନେତାଙ୍କୁ ପୁଷ୍ପ ଗୁଛ ଦେଇ ସ୍ଵାଗତ କରାଯାଇଥିଲା। ପୂଜା ମଣ୍ଡପ ବୁଲିବା ସମୟରେ ସେମାନଙ୍କ ସହିତ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ବରୀ ବ୍ଲକ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ,ସ୍ଥାନୀୟ , ଅରବିନ୍ଦ ମହାନ୍ତି, ପ୍ରସନ୍ନ ସାମଲ,ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।ପହଞ୍ଚିବା ପରେ ଦଳୀୟ କର୍ମୀମାନେ ସ୍ଵାଗତ କରିଥିଲେ। ବରୀ ଦଳୀୟ କର୍ମୀ ନେତାମାନଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ