।। ପୁଣି ଚର୍ଚ୍ଚାରେ ପାଟଣା ଗଡ ଯୋଗୀମୁଣ୍ଡା କଲେଜରେ ଦିନରେ ଚାଲିଛି ପାଠପଢା ରାତିରେ ରାସଲୀଳା ।।

Nov 9, 2023 - 20:41
 0  55
।। ପୁଣି ଚର୍ଚ୍ଚାରେ ପାଟଣା ଗଡ ଯୋଗୀମୁଣ୍ଡା କଲେଜରେ ଦିନରେ ଚାଲିଛି ପାଠପଢା ରାତିରେ ରାସଲୀଳା ।।

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଯୋଗୀମୁଣ୍ଡା କଲେଜରେ ଦିନରେ ଅଧ୍ୟାପକ ମାନେ ପାଠ ପଢ଼ାଉଥିବା ବେଳେ ରାତ୍ରିରେ ରାତ୍ରି ଜଗୁଆଳି ରାସଲୀଳା କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ର ଜଗୁଆଳି କୁ l ଏପରି ଏକ ଘଟଣା ଘଟିଛି ପାଟଣାଗଡ ବ୍ଲକ ଯୋଗିମୁଣ୍ଡା କଲେଜ ରେ l ଯୋଗିମୁଣ୍ଡା କଲେଜରେ ସେକ୍ସରାକେଟ ଚାଲୁଥିବା ବିଶ୍ଵସ୍ଥସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଚଢ଼ାଉ କରିଥିଲା । ଚଢାଉ ସମୟରେ ପାଟଣାଗଡ ପୋଲିସ କଲେଜ ର ରାତ୍ରି ଜଗୁଆଳି ଟିକେରାମ ମାଝୀ ଙ୍କ ସହ ଜଣେ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲା । ରାତ୍ରି ସମୟ ର ସୁଯୋଗ ନେଇ ଅନ୍ୟମାନେ ଖସି ପଳାଇବାକୁ ସକ୍ଷମ ହୋଇ ଥିଲେ l ଏ ବିଷୟରେ କଲେଜ ର ରାତ୍ରି ଜଗୁଆଳି ଟିକେରାମ ମାଝୀ ଙ୍କୁ ଗିରଫ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

ପାଟଣାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋଟ ପ୍ରଥମ ଖବର କୋରାପୁଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ